Sign in
Sign in
Recover your password.
A password will be e-mailed to you.
ଜୀବନର କଥା
ଆଜି ବହୁତଦିନ ପରେ ବାପାଙ୍କ ଚିଠି ମିଳିଲା,ଚିଠି ନୁହେଁ ଜୀବନ ର କଥା..।ଚିଠି ଟି ପୁରୁଣା ବହି ଥାକ ମଧ୍ୟରୁ ଆବିଷ୍କାର କରି ଅଭିନନ୍ଦନ ର ମନ ଆନନ୍ଦରେ ନାଚି ଉଠିଲା। ଚିଠି ନୁହେଁ ତ ଆତ୍ମ ଚିନ୍ତନ ପାଇଁ ପାଣ୍ଡୁଲିପି ଟିଏ ।Vssut ବୁର୍ଲା ର ସେ ଥିଲା ଶେଷ ବର୍ଷ ର electricals!-->…
ଅଭିଶପ୍ତ ପିତୃତ୍ୱ
ସାଇ ପଡିଶା ଲୋକେ କଥା ହେଉଥିଲେ ଅମରେଶ ବାବୁ ତାଙ୍କ ଘରକୁ ଜରାଶ୍ରମ ବନେଇ ଦେବେ ନା କଣ? ଭାବିବା ମଧ୍ୟ ଠିକ । କାରଣ ବାପ ଝିଅ ଦୁଇ ଜଣ। ସ୍ତ୍ରୀ କେବେ ଠାରୁ ତାଙ୍କୁ ଛାଡି ଅନ୍ୟ ପୁରୁଷ ସହିତ ଚାଲି ଯାଇଛନ୍ତି।ଏମିତି ପରିସ୍ଥିତିରେ ଯଦି ଘରେ ଅନ୍ୟ ତିନି ଚାରି ଜଣ ବୃଦ୍ଧ ବୃଦ୍ଧା ଆସି!-->…
ବସୁନ୍ଧରା
ନା,ମତେ କେହିକିଛି ପଚାର ନାହିଁ।ଗୋଟିଏ କାଖରେ ସାତବର୍ଷ ର ଶିଶୁକନ୍ୟା କୁ ଜାକି ଅନ୍ୟହାତରେ ଗଣମାଧ୍ୟମର ବୁମ ଗୁଡିକୁ ଆଡେଇଦେଇ କଇଁକଇଁ ହୋଇ କାନ୍ଦି କାନ୍ଦି କଚେରୀ ବାରଣ୍ଡାରୁ ପାହାଚ ଗୁଡିକୁ ଅତିକ୍ରମ କରି କରି ତଳକୁ ଓହ୍ଲାଉଥାନ୍ତି ଏସିଡ ମାଡ଼ରେ ପ୍ରପୀଡିତା ଅଳ୍ପ ପାଠୋଇ ମଫସଲ ଝିଅ!-->…
ତାଳଚେର ପ୍ରଜାମଣ୍ଡଳ ଓ ଗାନ୍ଧିଜୀ
ତାଳଚେର ରାଜତନ୍ତ୍ର ବିରୋଧରେ ଗୁପ୍ତ ମନ୍ତ୍ରଣା ଚଳାଇଥିବା ପବିତ୍ର ମୋହନ ଙ୍କୁ ହତ୍ୟା କରିବାପାଇଁ ରାଜା କିଶୋର ଚନ୍ଦ୍ର ଙ୍କ ଷଡଯନ୍ତ୍ର ବିଷୟ ରାଜାଙ୍କର ଗୋଇନ୍ଦl ବଳରାମ ମହାପାତ୍ର ଙ୍କ ଠାରୁ ସୂଚନା ପାଇ 1938 ମସିହା ଜୁଲାଇ ମାସ ଏକ ରାତିରେ ପବିତ୍ର ମୋହନ ନିଜର ବିଶ୍ୱସ୍ତ ଛାତ୍ର!-->…
ମୃତ୍ଯୁ ପରେ
ଜୀବନ ର ପୂର୍ଣ୍ଣଛେଦ ପକାଇମୃତ୍ଯୁ ଆସି କୋଳାଗ୍ରତ କରେଶରୀର ଟି ନିସ୍ତେଜ ହୋଇଯାଏନିଶ୍ବାସ କୁ ବିଶ୍ବାସ ନ ଥାଏ ।
ମୃତ୍ଯୁ ପରେ ସବୁ ଦୋଷ ତ୍ରୁଟି ଭୂଲି ହୋଇଯାଏଭଲ ମନୁଷ୍ଯ ର ମୂଲ୍ଯ ନିର୍ଦ୍ଧାରଣ ହୁଏପ୍ରଶଂସା ରେ ଜୟଗାନ ହୋଇଥାଏହୁଏତ ମୃତ୍ଯୁ ପୂର୍ବରୁ ମଣିଷ ଦେଖି ପାରିଥାନ୍ତା ତା ଜୀବନ!-->!-->!-->…
ଜ୍ବାଳା ସେଇ ବର୍ଷା ଛିଟା’ର
ରୂପେଲି ରାତିର ବରଷା ରାଣୀ ଗୋଆକାଶୁ ଦେଲ କି ଛୁଇଁଅନୁଭବ ହୁଏ ଭିଜି ଯାଆନ୍ତି କିସାରା ଜୀବନ ତୋ ପାଇଁ……।
କିଏ ଜାଣେ ସାଥୀ ଛୁଇଁ ବା ବଦଳେବରଷାରେ ଥିଲା ନିଆଁବିକ୍ଷିପ୍ତ ମନଟା ବିକଳ ହୁଅଇଭିଜି ଯାଆନ୍ତି କି ଆହା…….।
ହେଲେ ସେଇ ଦେହ ତନୁ ଓ ମନରେବିଷ ଚରିଗଲା କିଆଁଜୀବନ ସଙ୍ଗୀତ ବଦଳି!-->!-->!-->!-->!-->…
ଯେଉଁଠି ପ୍ରେମ ମୂଲ୍ୟହୀନ
ଚାଲ୍ ଫେରିଯିବା ପୂରୁବ ଜାଗାକୁକରିବାନି ଆଉ ପ୍ରେମଯୋଉଠି ବୁଝେନି ହୃଦୟ କାହାରଅବିଶ୍ବାସେ ପରିପୂର୍ଣ୍ଣ
ଆକାଶ ଛାତିରେ ଅନ୍ଧାର ଭିତରେଲୁଚିଯିବ ସବୁ ଚିହ୍ନଯୋଡୁଥିଲେ ସିନା ସ୍ନେହ କୁ ପ୍ରେମରେସମୟ ସଙ୍ଗେ ସପନ
ହେଲେ ଏଠି ଦେଖ ହୃଦୟ ତନ୍ତ୍ରୀରେଗୋଟି ଗୋଟି ଛିଣ୍ଡା ତାରକାହିଁକି ଗାଇବା!-->!-->!-->!-->!-->…
ଜହ୍ନରେ ଲେଖିଛି ନାଁ
କାହିଁକି କେଜାଣି ଏଇ ପୃଥିବୀଟାଲାଗୁନାହିଁ ପ୍ରିୟା ଭଲକେହି ବୁଝେନାହିଁ ପ୍ରେମର ମୂଲ୍ୟକୁପ୍ରେମୀ ହୁଏ କଲବଲ
ଯେତେ ଯେତେ ସ୍ବପ୍ନ ଏକାଠି କରିଛିହୃଦୟକୁ ମୋର ଦେଇଭରିଯିବ ନିଶ୍ଚେ ଅଳକା ପୁରଟାଅକ୍ଷୁର୍ଣ୍ଣ ଚମକ ଦେଇ
ପ୍ରଥମ ଦେଖାରୁ ପ୍ରଥମ ଦିନରେପାଇଲି ତୁମକୁ ଭଲସୁନ୍ଦର ଲାଗେ ତୋ ଜହ୍ନ!-->!-->!-->!-->!-->…
ମାଆ’ ର କି ବିକଳ୍ପ ଥାଏ ?
ଖାଇଲା ବେଳରେ ଉଠିଲେ ତାଳୁକୁଅବା ହାକୁଟିର ସ୍ବରପାଖେ ଥାଇ ମାଆ ମୁଣ୍ଡକୁ ବାଡେଇପାଣି ପିଆଏ ସେ ଧିର
ଶୋଇଲା ବେଳରେ ସପନେ ବାଉଳାଯେବେ ଦିଏ ଛୁଆ କାନ୍ଦିକଡ ଲେଉଟାଇ ଶୁଆଇ ପକାଏତା'ର ହାତେ ଥାପୁଡାଇ
ମନେ ତ ପଢୁଛି କଟି ଗଲେ ହାତଲେପ ବିଶଲ୍ୟ କରଣିପେଟ କାମୁଡାକୁ ଲୁଣ ପାଣି ଦେଇଖୁଆଏ ପଖାଳ!-->!-->!-->!-->!-->…
ଲେମ୍ବୁ
ଲେମ୍ବୁଦର ଭୀଷଣ ବଢି ଯାଇଛି ବୋଲିଏବେ ଚାରିଆଡେ ହାଲ୍ଲା;ଲୋକଙ୍କ ସନ୍ଦେହ ଓଡିଶା ତା ହେଲେଲେମ୍ବୁ ଉତ୍ପାଦନରେ କେମିତି ପ୍ରଥମ ହେଲା?
କୃଷିମନ୍ତ୍ରୀ ଯେଉଁ ଦିନଠୁ ଏକଥାସର୍ବ ସମ୍ମୁଖରେ କହି ଦେଇଛନ୍ତି;ଚାଉଳ ପରି ଲେମ୍ବୁ ବି ଶସ୍ତାରେ ମିଳୁ ବୋଲିଲୋକେ ବୋଧେ ଚାହିଁ ରହିଛନ୍ତି!
!-->!-->!-->!-->!-->…