ନବଦୁର୍ଗା

ଶକତି ଦାୟିନୀ ସେନେହମୟୀ ଲୋଶୈଳପୁତ୍ରୀ ନମସ୍ତୁତେପ୍ରଥମ ସ୍ୱରୂପ ତୋରଲୋ ଜନନୀନମଇ ପ୍ରଥମ ଦିନେ……|| ହସ୍ତେ ଜପାମାଳି କମଣ୍ଡଳ ଧରି,ମା ବ୍ରହ୍ମଚାରିଣୀ ନମସ୍ତେଦ୍ୱିତୀୟ ଦିନରେ ମା ତୋତେ ଭଜେ,ସାହାହୁଅ ସର୍ବଜନେ…..|| ସର୍ବ ଆୟୁଧକୁ ଧରିବୀଜେକରୁ,ଉଗ୍ରରୁପେ ଚନ୍ଦ୍ରଘଣ୍ଟାସରଣ ପସୁଛି

ଭିନ୍ନ ଜଣେ ସାବିତ୍ରୀ

ସାବିତ୍ରୀ ଜଣେ ସତୀ ନାରୀ ।ସାବିତ୍ରୀ ସତ୍ୟବାନ୍ କାହାଣୀ ସମ୍ବନ୍ଧରେ ଆପଣମାନେ ଭଲ ଭାବରେ ଜାଣିଛନ୍ତି । ଓଡ଼ିଆ କ୍ୟାଲେଣ୍ଡରର ଜ୍ୟୈଷ୍ଠ ମାସର ଅମାବାସ୍ୟା ତିଥିରେ ସାବିତ୍ରୀ ବ୍ରତ ପାଳନ ହୁଏ ।ସ୍ୱାମୀର ମଙ୍ଗଳ କାମନା କରି ସ୍ତ୍ରୀ ମାନେ ବ୍ରତ ରଖନ୍ତି । ସାବିତ୍ରୀ ବ୍ରତକୁ ଫଳ

ତୁମେ ମୋ ତୁଳସୀ ତୁମେ ମୋ ଚନ୍ଦନ

ତୁମେ ମୋ ତୁଳସୀ ମୋ ଚନ୍ଦନ ଚିତା,ମୋର ଭାଗବତ ଗୀତାତୁମେ ମୋ ଧରମ ତୁମେ ମୋ କରମ ,ତୁମେ ମୋ ହ୍ରୁଦେ ସାଇତା,,,,। ତୁମେ ମୋ ବିଚାର ମୋର ଉପଚାର,ତୁମେ ମୋ ସଞ୍ଜ ସଳିତାତୁମେ ମୋ ଅର୍ପଣ ମୋ ପୂଜା ତର୍ପଣ,ଏମିତି ସାଥୀ ହୋଇଥା,,,,। ତୁମେ ମୋ ଆୟୁଷ ତୁମେ ମୋ ପିୟୁଷ,ତୁମେ ତ ମୋର ଠିକଣାତୁମେ

ମା ମୋର ଜଗଦମ୍ବା

ସଙ୍କଟ ହାରିଣୀ ଦାମିନୀ କାମିନୀ ,କାଳିକା ଚଣ୍ଡିକା ତୁହିଦୁଷ୍ଟ ବିନାଶିନୀ ଘର୍ଘର ନାଦିନୀ,ଜଗଦମ୍ବା ଦୟାମୟୀ,,,,। ଶଙ୍କର ଘରଣୀ କାସ୍ମିରୀ ବଲ୍ଲଭୀ,କାମାକ୍ଷୀ ତୁ କାତ୍ୟାୟନୀକରୁଛି ଗୁହାରି ମାଆ ମହାମାୟୀ,ଘେନ ମହିଷାମର୍ଦ୍ଦିନୀ,,,,। ଦିଅ ମୋର ମନେ ଭକ୍ତି ଭାବ ଭରି,ଦୁର୍ଗତି ନାଶିନୀ

ପାପୁଲି ବାହାରର ଆକାଶ

ତଳକୁ ଉପର ହେଉଥାଏ ସଞ୍ଜୁ । ଲୋକଟା ବଲବଲ କରି ଚାହିଁ ଥାଏ ତାକୁ । ସେ ଛାତ ଉପର ଦାଣ୍ଡବାଡି ସବୁଆଡେ ପରସ୍ତେ ଆଖି ବୁଲେଇ ଆଣିବା ପରେ ସାମାନ୍ୟ ଥକାପଣରେ ତା' ଆଗରେ ଆସି ଲଥ୍ କରି ବସିପଡିଲା । ଲୋକଟା ସେମିତି ବଲବଲ କରି ଚାହିଁଥାଏ ତା' ମୁହଁକୁ । ସଞ୍ଜୁ କହିଲା, ହଁ ହୋଇଗଲା ଏତିକି ହିଁ ।

ଜୀବନ ପାଇଁ ପଦେ

ଖୁସି କୁ ବାଣ୍ଟିଲେ ହୁଅଇ ଅଧିକ,ଦୁଃଖକୁ ବାଣ୍ଟିଲେ ଅଧାଜୀବନ ଅଛିତ ଦୁଃଖ କଷ୍ଟ ଅଛି,କାହିଁ ଏତେ କର ଚିନ୍ତା……|| ହୃଦୟକୁ କର କୋମଳ ନରମ,ଆଶା କୁ ରଖ ଆୟତ୍ତେନିଜକୁ କରିବ ଶକ୍ତ ମଜବୁତ୍,ଭାଙ୍ଗିବ ନାହିଁ ବିପଦେ……|| ଅନ୍ୟର ଦୁଃଖକୁ ଭଲଭାବେ ଶୁଣି,କିଛିତ ସାହାଯ୍ୟ କରନିଜେ ଯେବେ ଦୁଃଖ

ତୁମ ଆଗମନେ

ତୁମେ ତ ଆସିବ ବୁଲିକିଣି ମୁଁ ରଖିଛି ନାଲି ଶଙ୍ଖା ଚୁଡି ନାଲି ସିନ୍ଦୂରଘର ଅଗଣାରେ କଳସ ବସେଇତୋରଣ ଦେଇଛି ଟାଣିମା ତୁମେ ତ ଆସିବ ବୁଲି,,,,। ଧୂପ ଝୁଣା ଚୁଆ ସାଥିରେ ଆଣିଛି ଅଗୁର କର୍ପୂରଭକ୍ତି ଭରା ମୋର ନିମନ୍ତ୍ରଣ ଦେଲିଘେନିବ ମା ମହାକାଳୀମା ତୁମେତ ଆସିବ ବୁଲି,,,,। ସଜେଇ ରଖିଛି

ରାଜନନ୍ଦିନୀ

ସବୁ ବାପ ପାଇଁ ତାଙ୍କ କନ୍ୟା ପରାଘରର ରାଜନନ୍ଦିନୀଗରିବ ହେଉ କି ହେଉ କୋଟି ପତିଭାରି ଶ୍ରଦ୍ଧା ରେ ପାଳନ୍ତି………..|| ବାପ ଘରେ ମିଳେ ସବୁ ସୁଖ ଶାନ୍ତିଯାହାର ଯେମିତି ଅଛିବୋହୂ ହେଲା ପରେ ଭାଗ୍ୟ ତ ବଦଳେବଦଳେ ତ ସବୁକିଛି………|| କାହାକୁ ତ ମିଳେ ଭଲ ପରିବାରଭଲ ସ୍ୱାମୀ ଓ ସଂସାରଖୁସି ଟି

ହାତଗଣ୍ଠି

ସମ୍ପର୍କ ଡୋରୋରେ ଅତୁଟ ବନ୍ଧନେ,ସାତଜନ୍ମ ପାଇଁ ବାନ୍ଧିହାତକୁ ହାତରେ ବିଶ୍ୱାସ ଭରସା,ଯେଉଁ ଗଣ୍ଠି ଦିଏ ଛନ୍ଦି…….|| ଦୁଇ ପରିବାରେ ଯୋଡିଦେଇଥାଏ,ସିଏ ଯୁଗଯୁଗ ପାଇଁଶକ୍ତ ସ୍ନେହ ଡୋର ଶାନ୍ତି ମୈତ୍ରି ର,ସାଥେ ଯୋଖି ଦେଇଥାଇ……|| ତାପାଇଁ ମିଳଇ ନୂଆ ପରିଚୟ,ନୂଆ ନୂଆ କେତେଡାକସଂସ୍କାର

ସିନ୍ଦୂକେ ସାଇତା ଧନ

ସିନ୍ଦୂକେ ସାଇତି ଧନ ରଖିଥିଲେ,ଦିନେ ନିଶ୍ଚେ ସରିଯିବପୁଣ୍ୟ ଅରଜିଲେ ଧର୍ମ କର୍ମ କରି,ସଦା ସାଥେ ରହିଥିବ,,,,,। ଶେଷ ଯାତ୍ରା ବେଳେ ଧନ ରହିଯିବ,ପୁଣ୍ୟ ସାଥେ ଚାଲୁଥିବପ୍ରିୟ ପରିଜନଙ୍କର ଥିବ ମନେ,ଧନ କେତେ ଭାଗହେବ,,,। ଆହା କରିବାକୁ କହାରି ପାଖରେ,ନଥିବ ଚିନ୍ତା ତାଙ୍କରମୋର ମୋର