ବିରହେ ତୁମର

ବିରହେ ତୁମର ଯାଇଛି ମଉଳିକାହ୍ନା ତୁମେ ଦେଲ ଧୋକ୍କାକେମିତି ରହିଲ କେଉଁ ରାଇଜରେଛାଡିଗଲ ମୋତେ ଏକା । ପଦୁଅଁ ପତରେ ଢଳ ଢଳ ପାଣିଏଇ ଅଛି ଏଇ ନାହିଁତୁମ ପ୍ରତିଶ୍ରୁତି ମୋତେ ଲାଗେ ସତେସେମିତି ଗଲା ଉଭେଇ । ଜାଣି ଶୁଣି ସବୁ କରୁଅଛ ତୁମେମୋ ସାଥେ ପୀରତି କଲଏବେ ପୁଣି ମୋତେ ଏକା

ତୁମ ପ୍ରତୀକ୍ଷା ରେ

ଦେଲ ନାହଁ ମୋତେ ଦୁଇପଟ ଶଙ୍ଖାଟୋପାଏ ସିନ୍ଦୂର ଗାରତଥାପି ହେଲି ମୁଁ ତୁମସାଥେ ବନ୍ଧାସମ୍ପର୍କ ଆମ ନିବିଡ…। ଦେଲ ନାହଁ କୁଳବଧୂର ମର୍ଯ୍ୟାଦାହୋମ ଅଗ୍ନି କୁ ସାଖୀରଖିତଥାପି ହେଲି ମୁଁ ତୁମ ସାଥେ ବନ୍ଧାମନରେ ମନକୁ ଯୋଖି…..। ସାତ ଜନ୍ମ ପାଇଁ ରଖିଲନି ସାଥେଗୋପରୁ ଦୂରେଇ ଗଲଯୁଗଯୁଗ ପାଇଁ

ନୁଆଁଖାଇ ର ଚିତ୍ରାଙ୍କନ,କରିଲା ଭାଇଙ୍କୁ ମିଳନ

ଚାରିପୁଅ ମୋର ମତେ କଣ ଡରବାପା କହେ ଯୌବନରେସେଇ ବାପା ଯେବେ ବୃଦ୍ଧ ହୋଇଯାଏପଡିଥାଏ ବାଡ଼ିଘରେ (୧) ବାହା ହୋଇଗଲେ ଚାରି ପୁଅ ଯେବେବୋହୁ ଆସିଲେ ଚାରୋଟିଭାଗ ହୋଇଯିବା ସୁଭିଧା ମଣିଲେମିଶି କାହିଁ ହେବା ଘାଣ୍ଟି (୨) ପ୍ରଥମେ ପ୍ରଥମେ ଭଲ ଲାଗୁଥିଲାଖାଇବାର ଭଲ ମଜାମିଶିକି ରହିଲେ କେମିତି

ବୁଝିଯା ଅବୁଝା ମନ

ଲୁଣ ଖାଏ ହାଣ୍ଡି ଚିନ୍ତା ଖାଏ ଗଣ୍ଡିଲୋକ କହୁଛନ୍ତି କେଉଁ ଯୁଗରୁ,ଭବିଷ୍ୟତ ତୋର ବହୁତ ଉଜ୍ଜ୍ୱଳଅତୀତ କୁ ହଟା ନିଜ ମନରୁ,,ହିଂସା ଅଂହକାର ରାଗେ ଗରଗରଇନ୍ଦ୍ରୀୟକୁ ନ କରିକି ଆୟତ୍ତ,ନିଜର ଭୁଲଟା ଦିଶେନି ଆମକୁଅନ୍ୟ ଭୁଲ ପାଇଁ କଥା ବହୁତ,,ବୁଝିଯା ଅବୁଝା ମନଉଚ୍ଚ ରକ୍ତଚାପ ଡାକେ ଠାରି

ଟେନସନ

ପିଅନ କହୁଛି ପାଠ ମୋର କମତେଣୁ ଖଟେ ଗଧ ପରିସମସ୍ତଙ୍କ କାମ କରିବାକୁ ହୁଏଟେନସନ ମୋର ଭାରି (୧)ଯଦି ପଢ଼ିଥାନ୍ତି କଲେଜରେ ବିଏହୋଇଥିଲେ କିରାଣୀଟେଟେନସନ ମୋର କିଛି ହୁଅନ୍ତା ନିରହିଥାନ୍ତି ଥାଟେ ବାଟେ (୨) ଶୁଣି କିରାଣୀ ଟା ଚିହିଁକି ଉଠିଲାକହେ କାମ ଗେଣ୍ଡା ଗେଣ୍ଡାଯେତେ କାମ କଲେ

ଚନ୍ଦନ

ଚନ୍ଦନ ସୁବାସ ପ୍ରଭୁଙ୍କ ପସନ୍ଦଫୁଲ ସାଥେ ଚନ୍ଦନ ଯେ ଖୋଜାଚନ୍ଦନେ କର୍ପୂର ମିଶାଇ ସତ୍ୱରହୋଇଥାଏ ପ୍ରଭୁଙ୍କର ପୂଜା…..। ଚନ୍ଦନେ ଅତର ଚନ୍ଦନ ଧୂପରଚଉଦିଗ ଚହଟଇ ବାସଚନ୍ଦନେ ମିଶେଇ ରଙ୍ଗର ଅବିରରାଧା ମାଧବ କରନ୍ତି ରାସ…। ଚନ୍ଦନରେ ଚୁଆ ସିନ୍ଦୂର ମିଶାଇମୁଖେ ଲଗାନ୍ତି ମଙ୍ଗଳା

କାସତଣ୍ଡି ହସୁଛି

କାସତଣ୍ଡି ହସୁଛି ମା' ଙ୍କ ବାରତା ଶୁଣିଖୁସିରେ ସେ ନାଚୁଛି,,,,।ପାର୍ବଣ ଙ୍କୁ ସାଥେ ନେଇ ମା ମୋର ଆସିବେଆନନ୍ଦ ଉଲ୍ଲାସ ଭରି ,ଘରେ ଘରେ ପୂଜା ପାଇବେ....।ସଜହେବ ପୁରପଲ୍ଲୀ ପୂଜାମଣ୍ଡପ ସଜହେବପିଠାପଣା ମହକରେ,ଚଉଦିଗ ବାସିବ....। କେତେ ଆଶା କେତେ ନିଶା କେତେ ପୁଣି ଭରସାମା ଙ୍କ ଆସିବା

ମାୟା

ଶବ ପାଇଁ ମୋର ଚିତା ସଜାଅନାସଜାଡ଼ିବା ଅଟେ ମନାମାରିବା ପୂର୍ବରୁ ହୋଇଅଛି ଦଗ୍ଧହୋଇ ମୁଁ ମାୟାରେ ମୁଗ୍ଧ । କବର ଖୋଳିଲେ ଲାଭ ଅବା କ'ଣ ?ହନ୍ତସନ୍ତ ସଦା ପ୍ରାଣ,ସଦା ଚିନ୍ତାନଳେ ଜଳି ଜଳି ମୁହିଁପିଣ୍ଡ ପ୍ରାଣ ନାହିଁ ଥୟ । ଜଳନ୍ତା ଅଙ୍ଗାର ସମ ହୋଇଅଛିବିଷୟା ବିଷ ରେ ରଖି ରଖି ସଦା ଲୟ

ଅଭିଶପ୍ତ ପିତୃତ୍ୱ       

ସାଇ ପଡିଶା ଲୋକେ କଥା ହେଉଥିଲେ ଅମରେଶ ବାବୁ  ତାଙ୍କ ଘରକୁ ଜରାଶ୍ରମ ବନେଇ ଦେବେ ନା କଣ? ଭାବିବା ମଧ୍ୟ ଠିକ । କାରଣ ବାପ ଝିଅ ଦୁଇ ଜଣ। ସ୍ତ୍ରୀ କେବେ ଠାରୁ ତାଙ୍କୁ ଛାଡି ଅନ୍ୟ ପୁରୁଷ ସହିତ ଚାଲି ଯାଇଛନ୍ତି।ଏମିତି ପରିସ୍ଥିତିରେ ଯଦି ଘରେ ଅନ୍ୟ ତିନି ଚାରି ଜଣ ବୃଦ୍ଧ ବୃଦ୍ଧା ଆସି

ଅମଡ଼ା ବାଟ

ଆଗୋ କଣ କରୁଛ? ଦେହ ଭଲ ଲାଗୁନି କି?କାମ କୁ ଯିବ ନାହିଁକି ଆଜି? "କହି କହି ଘର ଭିତରକୁ ପଶି ଆସିଲେ ସ୍ତ୍ରୀ ମାଳତୀ।ଶୀତୁଆ ସକାଳ ର କନ୍ଥା ଭିତରେ ଥାଇ ନାନା କଥା ନାନା ବ୍ୟଥା ର ଚିନ୍ତା ଭିତରେ ଘାଣ୍ଟି ହେଉଥିବା ମାଧବ ଚିନ୍ତା ରାଜ୍ୟ ରୁ ଫେରି ଆସିଲେ ବାସ୍ତବ ଦୁନିଆଁ କୁ। ମାଧବ ଏପାଖ