କୋଣାର୍କ

କେତେ ଆଶା କରେ ଏକ କୋଣାରକଗଢିବି ମୁଁ ଧରାପରେ,କେମିତି ଗଢିବି ଚିନ୍ତା କରେ ମୁହିଁଶିଳ୍ପୀ ନୁହେଁ ମୁହିଁ କେବେ। ଧରି ଜାଣେନି ମୁଁ ନିହଣ ମୁଗରଶିଳ୍ପୀ ଶାସ୍ତ୍ର ପଢିନାହିଁ,ବ୍ୟଥିତ ହୃଦରେ ବେଳାଭୂମି ରେ ମୁଁବସିଲି ବିଷାଦ ହୋଇ। ଚମକି ଦେଖିଲି ବିଶୁ କହୁଛନ୍ତିକାହିଁକି ବସିଛ

ଶରଶଯ୍ୟା

କି ସୁନ୍ଦର ଦେଖ ପୀରତିତରୁ ଲତା ମଧ୍ୟରେ,ଘନ ବନାନୀ ଓ ଝରଣାପ୍ରୀତି କହେ କାନ ରେ ।ଅଭେଦ୍ୟ ପ୍ରୀତି ରେ ନ ଆସେକେବେ ଭଟ୍ଟା ଏଠାରେ,ଏମନ୍ତ ଶୋଭା କୁ ନିନ୍ଦିଣପ୍ରିୟା ଲୋଟେ ମୋ କୋଳେ,ତୁମ ଆମ ପ୍ରେମ ମଧୁରନାହିଁ ଉପମା ବାରେ ।ନଦୀ ସେପାଖର ଚକୋରୀକହେ ଶୁଣ ଚକୋରା,ତୁମର ମଙ୍ଗଳ ଚିନ୍ତିଣସୁଖ ନ

ସୌଭାଗ୍ୟବତୀ

ଗାଁ ଟା ସାରା ହୁରିପଡିଗଲା ଆର୍ତ୍ତତ୍ରାଣ ବିଷ ଖାଇ ଦେଇଛନ୍ତି।ମୁହଁ ରୁ ଫେଣ ବାହାରି ପଡୁଛି।ଯିଏ ଶୁଣିଲା ସେ ଆଶ୍ଚର୍ଯ୍ୟ ହୋଇଗଲା । କାହିଁକି ଆର୍ତ୍ତତ୍ରାଣ ବିଷ ଖାଇଦେଲେ?ଜଣେ ଅନ୍ୟ ଜଣ ଙ୍କୁ ଏହି ପ୍ରଶ୍ନ ପଚାରୁଥାନ୍ତି ।କିନ୍ତୁ ଉତ୍ତର କାହାରି ପାଖରେ ନଥାଏ ।କିଏ କହୁଥାଏ,ଏଇ ପରା,ମୁଁ

ଆମ ବୁନିଆଦି

ଗାଁ ମୁଣ୍ଡରେ ଝଙ୍କାଳିଆ ବରଗଛ ।ଉପରେ ବିଭିନ୍ନ ପକ୍ଷୀ ଙ୍କର କିଚିରି ମିଚିରି ଶବ୍ଦ। ଗଛ ଛାଇ ରେ ଗାଁ ର ବୁଲା କୁକୁର, ଗାଈ ଗୋରୁଙ୍କର ମେଳି। ଗଛ ମୂଳର ଚଉତରା ରେ ଗାଁ ର ବୟସ୍କ, ବୃଦ୍ଧ ଲୋକ ମାନଙ୍କର ବିଭିନ୍ନ ଘର କରଣା ଜିନିଷ ଯଥା ଲଙ୍ଗଳ ତିଆରି, ଛଣ ପଟ ରେ ବିଭିନ୍ନ ଜିନିଷ ତିଆରି

ମୁକ୍ତିପଥର ସୈନିକ-ପବିତ୍ର ମୋହନ

ସେ ଥିଲେ ମୁକ୍ତିପଥର ସୈନିକ । ତାଳଚେର ଗଡ଼ଜାତର ଆଲୋକ ।ତାଙ୍କର ଆହ୍ୱାନରେ କି ମନ୍ତ୍ରଥିଲା କେଜାଣି ତତ୍‌କାଳୀନ ତାଳଚେରର ୮୪ ହଜାର ପ୍ରଜା ମଧ୍ୟରୁ ୬୦ ହଜାର ପ୍ରଜା ଭିଟାମାଟି ଛାଡ଼ି ଦୁଇଦୁଇଥର ଚାଷବାସ ଛାଡ଼ି ପଡ଼ୋଶୀ ରାଜ୍ୟ ଅନୁଗୋଳରେ ପୃଥିବୀ ପ୍ରସିଦ୍ଧ ହିଜରାତ କରିଥିଲେ । ଖୋଲା ଆକାଶ

ଅବତରି ଯାଅ ମାଆ

ଧରା ଧାମେ ଥରେ ଅବତରି ଯାଅ ଦେଖିଯାଅ ମା' ଆମ ଦୁର୍ଗତି, ଆମରି ମୁଣ୍ଡ ରେ ସବାର ହୋଇଛି କାହିଁ କୁଢ଼ କୁଢ଼ କେତେ କୁନୀତି ।। ମୂର୍ତ୍ତିକା ମୂର୍ତ୍ତି ରେ ହୁଅ ବିରାଜିତ ଲୁଚି ଲୁଚି ଦେଖ ଆମ କୁମତି ସଶରୀର ଧରି

ମନ

ମନ ଟା ମୋହରବହୁତ ଅଝଟଅବାଟ କୁ ନିଏ ଟାଣିହେଲେ ବିବେକ ଚାବୁକଥରେ ସେ ପାଇଲେଦେଖାଏ ନା ଆଉ ଠାଣି ।। ଅବାଧ ଇନ୍ଦ୍ରିୟଅଝଟିଆ ମନହୋଇଗଲେ କେବେ ସାଥିନିନ୍ଦା ଅପନିନ୍ଦାଢାଳି ହୋଇଯାଏନଦିଅନ୍ତି କେହି ପ୍ରୀତି ।। ସିଦ୍ଧି ପ୍ରସାଦ ସାହୁ ସଂପାଦକ,ପ୍ରତିବିମ୍ବ

ଶଙ୍କା ଲାଗୁଛି ମନେ

କଳା ବିଲେଇଟା ଆସିଲା ଧାଇଁଡାକ ଛାଡ଼ିଲା ସେ ମୋ ମୁହଁ ଚାହିଁଶଙ୍କା ଲାଗୁଛି ମନେମତେ ଘେନିଯିବ ଯମ ଭୁବନେକି ଯମ ଭୁବନେଶଙ୍କା ଲାଗୁଛି ମନେ । ଜଗିବସିଅଛି ଶାଗୁଣା ଚାଳେଖୁମ୍ପିବ ମତେ ବିପଦ ବେଳେଶଙ୍କା ଲାଗୁଛି ମନେମତେ ଘେନିଯିବ ଯମ ଭୂବନେକି ଯମ ଭୂବନେଶଙ୍କା ଲାଗୁଛି ମନେ । ଦକ୍ଷିଣ

ନିର୍ମାଲ୍ୟ

ଜୟ ଜଗନ୍ନାଥ ରୋଚକ ତଥ୍ୟ ଏଭାବରେ ଭକତ ଶୁଣଜଗନ୍ନାଥ ରୋଷ ଘରରେ ଚାଉଳଅମୁଣିଆ ଅର୍ଣ୍ଣ ଜାଣ । ଅମୁଣିଆ ରନ୍ଧା ହୋଇଲେ ହୁଅଇଅର୍ଣ୍ଣ ବୋଲି ଯା କୁହଇରୋଷଘରରୁ ସେ ଆସିଲେ ବାହାରିଛେକ ନାମ ଯେ ବୋଲଇ । ଭୈରବୀ ଚକ୍ରରେ ରହିଲେ ସେ ଛେକତାଙ୍କୁ ବୋଲାଯାଏ ଭୋଗତିନିଠାକୁରଙ୍କ ପାଖରେ

ଶିଶୁ ହସିଲେ

ଶିଶୁ ହସିଲେ ଦେଶ ହସିବହସିବ ଆମ ଧରାଝରି ପଡିବ ଅମୃତ ବାରିସାରା ସରଗୁ ପରା ।ନିରିହ ମନ ନିରିହ ପ୍ରାଣକୋମଳ ମତି ସିଏକୁସୁମ କଢି ସୁନ୍ଦର ଅତିମନକୁ ମୋହି ନିଏ ।ଓଠରୁ ହସ ଉଠଇ ଫୁଟିସରଗ ଚାନ୍ଦ ପରିଅତି ସୁନ୍ଦର ଚେହେରା ତାରକିଏ ଅବା ତା' ସରି ।କଥାଟି ତା'ର କୋଇଲି କୁହୁଲାଗଇ ଭାରି ମିଠାଚାହାଣି