ଆପଣାର

ଅତି ଆପଣାର ଛାଇ ମୋର ଅଟେ            ଛାଡେ ନାହିଁ କେବେ ପାଶକିନ୍ତୁ ମୁଁ ଗଲା ପରେ ସେ ଆଉ ନଥିବ                 କାହିଁ ନଥିବ ତା ଠାବ । ମୁଁ ଗଲାପରେ ଥିବ କର୍ମଫଳ           କିଏ ବା କହିବ ଭଲ                ଆଉ କିଏ ଅବା              ନାକ ଟେକି ଦେଇ                  

କିଏ କାହା ପାଇଁ—?

କିଏ କାହା ପାଇଁ ବାଉଳା ହେଉଛିକୁହ କୁହ ଧୀର ଗଣ,ବଇଁଶୀ କହୁଛି ରାଧା ରାଧା ବୋଲିକଙ୍କଣ ହେ ଶ୍ୟାମ ଘନ ।ରାଧା ବିନା ମୁହିଁ ଅଧୁରା ଅଟଇକୃଷ୍ଣ ଦେଇ କହେ ରାଣ ।କୁହ କୁହ ଧୀର ଗଣ,କିଏ କାହା ପାଇଁ ବାଉଳା ହେଉଛିକୁହ କୁହ ଧୀର ଗଣ ।।ହଟିଆ ନାଗର ରାଧା କୁ ଖୋଜୁଛିକଦମ୍ବ ମୂଳ ରେ ଯାଇବଇଁଶୀ କହୁଛି

ମୋ ଗାଁଟି ମୋତେ ସୁନ୍ଦର

ମୋ ଗାଁଟି ମୋତେ ସୁନ୍ଦର ହୋଇଥାଉ ଖାଲ ଖମା , ଯେଉଁଠି ଥିଲେବି ତାର ପ୍ରତିଛବି ମନରୁ ଯାଏନି ଜମା I (୦୧) ମୋ ଗାଁଟି ମୋତେ ସୁନ୍ଦର ରହିଥାଉ ଚାଳ ଝୁମ୍ପୁଡି ତାହାରି ଭିରତୁ ବାହାରି ଆସଇ ସ୍ନେହ ମମତାର କଢି ।(୦୨) ମୋ ଗାଁଟି ମୋତେ ସୁନ୍ଦର ନଥାନ୍ତୁ

ଜୀବନ

ଥଣ୍ଡା ଟିକେ ହେଲେକାଶ ଟିକେ ହେଲେକରୋନା, କରୋନା ଲାଗୁଛି I ଥଣ୍ଡା ଛାଡ଼ିଗଲେ କାଶ ନ ହୋଇଲେମନରେ ସାହସ ବାନ୍ଧୁଛିହାଟ ବଜାରରେ ଫରିବା ପରେମନରେ ସନ୍ଦେହଆସୁଛି I ଚଉଦ ଦିନଟି କଟିଯିବା ପରେମନଟି ତାଜା ହଉଛି lଇୟୁଟ୍ୟୁବ ରେ ଡାକ୍ତରଙ୍କ କଥାମନରେ ସାହସ ଓ ଭୟ ଭରୁଛିଡାଇବେଟିସ ଓ ବିପି ଚେକ

ଆମ ଓ ତୁମ

ତୁମ ବାଡ଼ିରେ ଫୁଟିଲେ ଫୁଲଆମଘରକୁ ବାସେଆମ ଘରେ ଟିକି ପିଲାଟିତୁମ ଘରକୁ ଆସେ I ଆମ ବାଡ଼ିର ଆମ୍ବ ଗଛତୁମ ବାଡି଼କୁ ଛାଇତୁମ ଗଛରେ କୋଇଲି ରାବମୋ ଘରେ ଶୁଣୁଥାଇତୁମ ଗାଆଁରେ ଯାତରା ହେଲେଆମେ ହିଁ ଦେଖି ଯାଉ lଆମ ଗାଁ ରେ ପଢା ସାରିଲେତୁମ ସ୍କୁଲ୍କୁ ଯାଉ I ତୁମ ଗାଆଁରୁ ବାରିକ ଆସିଆମରି

ଆଦର୍ଶ ବାଟ

ପିଲା ଦିନେ ତୋ' ବୋଲମାନି ଚଳୁଥିଲିପରଘରକୁ ପଠାଇଲୁ ଯେତେବେଳେତୋ ଆଦର୍ଶ ବାଟ ବାଛି ନେଲି , ମଥାରେ ଓଢଣୀ ନ ଖୋଲୁଣୁପାଦରେ ଅଳତା ନ ଲିଭୁଣୁଏଠି ସବୁ ବାଣ୍ଟି ଖୁଣ୍ଟି ଦେଲି, ବାଣ୍ଟି ଦେଲି ଟିକି ଟିକି କରିଅକ ପଟ ମନ ଆଉଶୂକମଳ ଦେହଅନ୍ତର ନିଗାଡ଼ି ପୁଣି ବାଣ୍ଟି ଦେଲି ପ୍ରେମରେଶ୍ରଦ୍ଧା

ଛାଇ

ଥକ୍କା ମାରିବି ବସିବାକୁ ଛାଇତ ମିଳିବଘର ର ଛାତ ତଳୁ ତୋଟା ମାଳ ପର୍ଯ୍ୟନ୍ତଛାଇ ଆଉ ଛାଇହେଲେ ତା ପଣତ ଛାଇର ଶୀତଳସେ ଛାଇରେ କାହିଁ lବଞ୍ଚିଥିବା ଯାଏ ତ ଶୁଣିବାକୁ ମିଳିବଏକାଧିକ ସମ୍ପର୍କ ର ଶସ୍ତା ଶବ୍ଦ ମାନବେଳେ ବେଳେ ହେବ ପୁଣି ତିକ୍ତମମତା ରେ ଭରା ସେଇ ଏକ ମାତ୍ର ଶବ୍ଦସେଥିରେ ତ ଭରିଛି

ୱର୍କ ଫର୍ମ ହୋମ

ସେଦିନ ବିଲ ରୁ ଫେରି ଝାଳ ବୁହା ଅବଶ ଶରୀର ଟାକୁ ଦଣ୍ଡ ଦୁଆର ମାଟି ପିଣ୍ଡା ଉପରେ ଗଡେଇ ଦେଉ ଦେଉ ସ୍ତ୍ରୀ ମଳବିକା ଓ ପୁଅ ରାକେଶ ହସ ହସ ବଦନ ରେ ଧାଇଁ ଆସିଲେ ରାଜନ ପାଖକୁ ।ମାଆ ପୁଅ ଙ୍କର ହସ ହସ ମୁହଁ ଦେଖି ରାଜନ ମଧ୍ୟ ଟିକେ ହସି ଦେଇ ଚିନ୍ତା କଲେ,"ସତରେ ମୋର ଏ ମାଟି ଘର ଟି ବି ମୋ ପାଇଁ

ମୌସୁମୀ

ଦରିଆ ପାରିରୁ ଆସୁଥିଲା ଆସୁ ଅଛି ମଉସୁମୀ ଆଜିଦାରୁଣ ନିଦାଘ ଦାଉ ସାଧୁଥୁଲା ବୁଦ୍ଧି ଯିବ ତାର ହଜି

ପରଶ୍ରୀକାତର

ଅନ୍ୟର ସୁଖରେ ଦୁଃଖ କରେ ଯିଏପରଶ୍ରୀ କାତର ସିଏଆଜି ନ ହେଲେ ବି କାଲିକି ନିଶ୍ଚୟଦୁଃଖ କଷ୍ଟ ଭୋଗିଥାଏଏପରି ଜନକୁ ସନ୍ତୁଷ୍ଟ ନ ହୋଇପ୍ରଭୁ ବହୁ ଦୁଃଖ ଦେବେସେଥିପାଇଁ ଇର୍ଷା କରନାହିଁ ଦେଖିଅନ୍ୟ ର ଆନନ୍ଦ କେବେପରକୁ ସାହାଯ୍ୟଦେଲେ ସୁଖ ଢାଳିହୋଇବେ ମାନବ ଦେବଏପରି ଗୁଣର ବ୍ୟକ୍ତିଟିଏ ଜାଣଯୁଗେ