Sign in
Sign in
Recover your password.
A password will be e-mailed to you.
ଛୋଟ ଆମ ସଂସାର
ଛୋଟ ଆମ ସଂସାରପ୍ରଭୂ ଦୟାରେ-ହସ ଖୁସିରେଦିନ କଟୁଛି ଆମର. !
ରତନ ଦୁଇ ଆମରି ପାଇଁଦେଇ ଅଛନ୍ତି ଜଗତ ସାଇଁରମା ଓ ଉମା-ଲକ୍ଷ୍ମୀ ପ୍ରତିମାଘର ଲାଗୁଛି ସୁନ୍ଦର. !
ମନକୁ କରି ନାହିଁ ନିଉନନାହାଁନ୍ତି ବୋଲି ପୁତ୍ର ସନ୍ତାନଖେଳ କୁଦରେ-ପାଠ ପଢ଼ାରେଝିଅ ମୋ ଏକ ନମ୍ବର. !
ମନରେ କେତେ ଆଶା!-->!-->!-->!-->!-->!-->!-->…
ମୂଷାଫିର୍ ଖାନା
ଶବ୍ଦର ଘନ୍ ଘଟା ଭିତରେ ନିରବ ନିଶ୍ଚଳ ହୋଇକେତେବା ଖୋଜିବି ଆଉ ଅଣ ନିଶ୍ୱାସୀ ହୋଇଯାଏପ୍ରତି ଆଘାତରେ ।
ଜୀବନ ଜଳୁଚି ଦେଖ ଜୁଇର ନିଆଁରେପାଷାଣ ପ୍ରତିସମ ଠିଆ ଏଠି ମୁଁ ଧୂ ଧୂ ଝାଞ୍ଜିଖରା ମରିଚିକା ପରେ ।ମୁଁ ମୂଷାଫିର୍ ଖାନାକେହିକେବେ ଦେଇଛିତ ଲେଖି!-->!-->!-->…
ଅନ୍ତର୍ଦାହ
ଫୁଲଟିଏ ବୋଲିବୁଝିଲନି ବ୍ୟଥା ମୋ ଅନ୍ତର୍ମନର......ନର ପିଶାଚ ପରିଝୁଣି ଶୋଷିନେଲମୋ ଦେହର ତଟକା ତଟକାରକ୍ତ ଯେତେ.......କୋମଳ ସତେଜ ଅଙ୍ଗକୁମଧୁଶୂନ୍ୟ କରିବିଭୋର ହୁଅ ତୁମେଚୁମି ଚୁମି ଥରକୁ ଥର।
ଆଉ ମୁଁ......ଅସହ୍ୟ ଅବ୍ୟକ୍ତ ଅଶ୍ଵସ୍ତିରେହେଉଥାଏ ଛଟପଟ,ଦୋହଲି ଯାଏ ମୋ!-->!-->!-->…
ଷୋଡ଼ଶ ନାମ
ମରତ ମଣ୍ଡଳେ ଜୀବ ହୋଇଲେ ଜନମଅନୀତି ଅଧର୍ମ ପାପ କରେ ସେ କରମ ।ସକଳ ପାପରୁ ତ୍ରାହି ପାଇବାର ବାଟବିଷ୍ଣୁ ସହସ୍ର ନାମକୁ ନିତ୍ୟ କର ପାଠ ।ଏ ଭବେ ଏ ନାମ ରାଶି ଅମୃତ ସମାନବିଷ୍ଣୁପୁର ଯିବା ପାଇଁ ସେବ ବାଇମନ ।ହେଜ ହେଜ ଗୁଣ ଗୁଣ ଷୋଡ଼ଶ ନାମକୁମୁକତିର ପଥ ଏହି ଧରିତା ଧାରକୁ ।ଔଷଧ ସେବନ ବିଷ୍ଣୁ!-->…
ନବ ବର୍ଷର ଅଭିନନ୍ଦନ
ନୂତନ ବର୍ଷ ର ନବୀକରଣ କୁ କର ହେ ସବୁ ସ୍ୱାଗତ,ହିଂସା ଅହଂଭାବ ଦୁରୀଭୂତ ହେଉ ସଭିଏଁ ହୁଅ ଜାଗ୍ରତ ।।କିଛି କ୍ଷଣ ପରେ ନବ ବରଷ କୁ ସ୍ୱାଗତ କରିବା ଭବେଇର୍ଷା,ସ୍ୱାର୍ଥ ଆଉ କୁମନ୍ତ୍ରଣା ତେଜି ହୋଇବା ଏକାଠି ସର୍ବେ।।ଜାତୀୟ!-->…
କର୍ମ ହିଁ ଭଗବାନ
ଏକଦା ଫ୍ରାନ୍ସ ଦେଶରେ ଜଣେ ରାଣୀ ଥିଲେ । ସେ' ସବୁବେଳେ ବହୁତ ଗର୍ବ କରନ୍ତି । ଗରିବ ଖଟିଖିଆ ଲୋକ ଦେଖିଲେ ଆହୁରି ଅଧିକ ଘୃଣାକରନ୍ତି । ତାଙ୍କ ମହଲକୁ ସଫା କରିବା ପାଇଁ ଫନିଆଁ ନାମେଣ ଜଣେ ନାରୀ ସବୁଦିନ ଝାଡୁ କରିବାକୁ ଆସନ୍ତି । ଫନିଆଁ ସବୁକିଛି ଅତି ଯତ୍ନର ସହିତ କାମ କରନ୍ତି!-->…
“ସମାଜର ଯାହା ହିତ ସାଧନା କରେ ତାହାହିଁ ସାହିତ୍ୟ”
ଯେଉଁ ଦେଶର ସାହିତ୍ୟ ଯେତେ ବଳିଷ୍ଠ ସେ ଦେଶ ସେତେ ଉନ୍ନତ ।ଇଂଲିଶ ଭାଷା ବଳିଷ୍ଠ ଯୋଗୁଁ ସେ ଦେଶ ସମଗ୍ର ବିଶ୍ୱକୁ ନିଜ ଅଧିନ କୁ ଆଣି ପାରିଥିଲା ଓ ସେ ଭାଷା ଆଜି ଆନ୍ତର୍ଜାତିକ ଭାଷା ର ମାନ୍ୟତା ପାଇଛି। ଆମ ମାତୃଭାଷା ଓଡ଼ିଆ ର ଉନ୍ନତି ପାଇଁ ନବ ବର୍ଷ ୨୦୨୧ ର ଆଦ୍ୟ ଦିବସ ର ବାଳାରୁଣ ର!-->…
ଆପଣାର
ଅତି ଆପଣାର ଛାଇ ମୋର ଅଟେଛାଡେ ନାହିଁ କେବେ ପାଶକିନ୍ତୁ ମୁଁ ଗଲା ପରେ ସେ ଆଉ ନଥିବକାହିଁ ନଥିବ ତା ଠାବ ।
ମୁଁ ଗଲାପରେ ଥିବ କର୍ମଫଳକିଏ ବା କହିବ ଭଲଆଉ କିଏ ଅବାନାକ ଟେକି ଦେଇକହିଦେଉଥିବକରୁଥିଲା କେତେ ଛଳ ।
କର୍ମ ମୋ ନିଜର, କର୍ମ ଆପଣାରଦିଏ ମୋତେ ସୁଖ ଦୁଃଖ।ମୋର କଲା କର୍ମ କେବେ!-->!-->!-->!-->!-->…