ଜୀବନ ପାଇଁ ପଦେ

ଖୁସି କୁ ବାଣ୍ଟିଲେ ହୁଅଇ ଅଧିକ,ଦୁଃଖକୁ ବାଣ୍ଟିଲେ ଅଧାଜୀବନ ଅଛିତ ଦୁଃଖ କଷ୍ଟ ଅଛି,କାହିଁ ଏତେ କର ଚିନ୍ତା……|| ହୃଦୟକୁ କର କୋମଳ ନରମ,ଆଶା କୁ ରଖ ଆୟତ୍ତେନିଜକୁ କରିବ ଶକ୍ତ ମଜବୁତ୍,ଭାଙ୍ଗିବ ନାହିଁ ବିପଦେ……|| ଅନ୍ୟର ଦୁଃଖକୁ ଭଲଭାବେ ଶୁଣି,କିଛିତ ସାହାଯ୍ୟ କରନିଜେ ଯେବେ ଦୁଃଖ

ତୁମ ଆଗମନେ

ତୁମେ ତ ଆସିବ ବୁଲିକିଣି ମୁଁ ରଖିଛି ନାଲି ଶଙ୍ଖା ଚୁଡି ନାଲି ସିନ୍ଦୂରଘର ଅଗଣାରେ କଳସ ବସେଇତୋରଣ ଦେଇଛି ଟାଣିମା ତୁମେ ତ ଆସିବ ବୁଲି,,,,। ଧୂପ ଝୁଣା ଚୁଆ ସାଥିରେ ଆଣିଛି ଅଗୁର କର୍ପୂରଭକ୍ତି ଭରା ମୋର ନିମନ୍ତ୍ରଣ ଦେଲିଘେନିବ ମା ମହାକାଳୀମା ତୁମେତ ଆସିବ ବୁଲି,,,,। ସଜେଇ ରଖିଛି

ରାଜନନ୍ଦିନୀ

ସବୁ ବାପ ପାଇଁ ତାଙ୍କ କନ୍ୟା ପରାଘରର ରାଜନନ୍ଦିନୀଗରିବ ହେଉ କି ହେଉ କୋଟି ପତିଭାରି ଶ୍ରଦ୍ଧା ରେ ପାଳନ୍ତି………..|| ବାପ ଘରେ ମିଳେ ସବୁ ସୁଖ ଶାନ୍ତିଯାହାର ଯେମିତି ଅଛିବୋହୂ ହେଲା ପରେ ଭାଗ୍ୟ ତ ବଦଳେବଦଳେ ତ ସବୁକିଛି………|| କାହାକୁ ତ ମିଳେ ଭଲ ପରିବାରଭଲ ସ୍ୱାମୀ ଓ ସଂସାରଖୁସି ଟି

ହାତଗଣ୍ଠି

ସମ୍ପର୍କ ଡୋରୋରେ ଅତୁଟ ବନ୍ଧନେ,ସାତଜନ୍ମ ପାଇଁ ବାନ୍ଧିହାତକୁ ହାତରେ ବିଶ୍ୱାସ ଭରସା,ଯେଉଁ ଗଣ୍ଠି ଦିଏ ଛନ୍ଦି…….|| ଦୁଇ ପରିବାରେ ଯୋଡିଦେଇଥାଏ,ସିଏ ଯୁଗଯୁଗ ପାଇଁଶକ୍ତ ସ୍ନେହ ଡୋର ଶାନ୍ତି ମୈତ୍ରି ର,ସାଥେ ଯୋଖି ଦେଇଥାଇ……|| ତାପାଇଁ ମିଳଇ ନୂଆ ପରିଚୟ,ନୂଆ ନୂଆ କେତେଡାକସଂସ୍କାର

ସିନ୍ଦୂକେ ସାଇତା ଧନ

ସିନ୍ଦୂକେ ସାଇତି ଧନ ରଖିଥିଲେ,ଦିନେ ନିଶ୍ଚେ ସରିଯିବପୁଣ୍ୟ ଅରଜିଲେ ଧର୍ମ କର୍ମ କରି,ସଦା ସାଥେ ରହିଥିବ,,,,,। ଶେଷ ଯାତ୍ରା ବେଳେ ଧନ ରହିଯିବ,ପୁଣ୍ୟ ସାଥେ ଚାଲୁଥିବପ୍ରିୟ ପରିଜନଙ୍କର ଥିବ ମନେ,ଧନ କେତେ ଭାଗହେବ,,,। ଆହା କରିବାକୁ କହାରି ପାଖରେ,ନଥିବ ଚିନ୍ତା ତାଙ୍କରମୋର ମୋର

ସମୟ ବଦଳି ଗଲା

ବିଦେଶୀ ମାନନ୍ତି ଆମରି ସଂସ୍କୃତି,ଆମେ ପରା ଭୁଲିଯାଉସେମାନେ ପିନ୍ଧନ୍ତି ଆମରି ପୋଷାକ,ଆମେ ଚିରା ଜିନ୍ସ୍ ପିନ୍ଧୁ…. । ସେମାେନ ଶିଖନ୍ତି ଆମରି ଓଡିଶୀ,ଆମେ ହିପ୍ ହପ୍ ଶିଖୁପ୍ରଣାମ କରନ୍ତି ହାତଯୋଡି ସିଏ,ହାଏ ହାଲୋ ଆମ ମୁଖୁ….। ଜୟ ଜଗନ୍ନାଥ ବିଦେଶୀ କହନ୍ତି,ଆମରି ତୁଣ୍ଡରେ

ରାଗିଛ କି ତୁମେ ବର୍ଷା

ଆଦ୍ଯ ଆଷାଢରେ ଆସିଥିଲ ତୁମେ,ରଜପରବକୁ ନେଇରିମ୍ ଝିମ୍ ହୋଇ ନାଚୁଥିଲ ତୁମେ,ମଧୂର ମୁର୍ଚ୍ଛନା ଦେଇ….।ଶ୍ରାବଣ ରେ ତୁମେ ଗଲତ ନିରବି,କଷଣ ଦେଲ କୃଷକେସାରି ଦେଲ ସବୁ ଆଶା ଆକାଂକ୍ଷା କୁ,ହାତଦେଲା ଚାଷି ମୁଣ୍ଡେ….। ଭାଦ୍ରବେ ଆସିଲ ଏମିତି ଭାବରେ,ଦେଖି ତ ନଥିଲୁ କେବେଭିଜେଇ ଦେଇଛ ଏମିତି

ସେ ଫେରିପାରେ

ମୁଁ ଡୁବିଛି ତମାମ ଜଞ୍ଜାଳ ଭିତରେବାନ୍ଧିଛି ମୁଠାମୁଠା ସୁଖକାନି ପଣତରେତଥାପି କୀଟ ପରି କାଟିଚାଲେମୋତେ ଏକ ଅଭେଦ୍ୟ ଅତୄପ୍ତିନିର୍ବୋଧ ଅବୁଝାପଣଅସହାୟ ଅନ୍ଧକାର । ପାହାଡ ପ୍ରମାଣେ ବିଶ୍ୱାସକୁକେହି ବୋଧେ ଫୁଃ କରିଫୁଙ୍କିଦେଲା ଅଯତ୍ନରେଭାଙ୍ଗି ଦେଲା କାଚଘର ନିଃଶବ୍ଦରେପବନର କୋଳାହଳ

ଆତ୍ମାର ଆଲେଖ୍ୟ

ଗର୍ଭର ସେ ରୁଦ୍ଧ କାରା ଡେଇଁକୁଆଁରବ କୁହୁକ ଖେଳାଇନୂଆ ଏକ କାୟାର ସ୍ପନ୍ଦନେଜୀବନ ଗବାକ୍ଷେ ଦିଶେନିଷ୍କଳଙ୍କ ଜହ୍ନଟିଏ ହୋଇମାଟିକୁ ଛୁଇଁଲା ପରେଭୋକକୁ ଚିହ୍ନିବା ପରେସୁଖକୁ ଆପଣା କରେଶୋକକୁ ଘୁଞ୍ଚାଏ ଦୂରେଅସ୍ତିତ୍ବର ଇଲାକାରେସେ ନିଜ ପରିବା ପଣରେ । ସେ କେବେ ଝରାଇ ଦିଏସେନେହ ଉଛୁଳା

କାହ୍ନୁ ତୁମେ ଆସିବ କି

ମୋ ଘର ଅଗଣା ରଖିଛି ମୁକୁଳାକାହ୍ନୁ ତୁମେ ଆସିବ କିବାଡିରୁ ତୋଳିଛି ସଜ ତୁଳସୀ ମୁଁ,ଦୟଣା ସାଥେ ମିସେଇ I ଗଙ୍ଗାଜଳ ଛିଞ୍ଚି ଘର ମୋର ଶୁଦ୍ଧ,କରିଛି ତୁମରି ପାଇଁସର ଲବଣୀ ମୁଁ ରଖିଛି ଯତନେ,ତୁମକୁ ଦେବି ଭୂଞ୍ଜାଇ I ମୟୁର ଚନ୍ଦ୍ରିକା କିଣି ମୁଁ ଆଣିଛି,ଖୋଷିଦେବି ତୁମ ମୁଣ୍ଡେତୁମ ଦରଶନ