ଶବ୍ଦ ବ୍ୟବହାରର ମହତ୍ତ୍ଵ

ମଣିଷର ଅନୁଭତି, ଶବ୍ଦ ଶବ୍ଦ ମଧ୍ୟରେ,ଅଛି ବହୁ ଅନ୍ତର,ଛୁଇଁ ହୁଏନା, ଦେଖି ହୁଏନା, ନାହିଁ ଆଖିହାତ ଗୋଡ଼ ଶବ୍ଦର. ।୧। ସମାଜରେ ବ୍ୟକ୍ତି ବ୍ୟକ୍ତିର ଶତ୍ରୁ ମିତ୍ରବନନ୍ତି ଶବ୍ଦର ଉଚ୍ଚାରଣରେଭାବିବାକୁ ହୁଏ ମନ ମଧ୍ୟରେ, କାହାକୁସମ୍ଭାଷଣ କରାହେବ କେଉଁ ଶବ୍ଦରେ.।୨। ଶବ୍ଦ ହିଁ କରେ ମଣିଷ

ନୂତନ ବର୍ଷ

ତୁମେ ନେଇଆସ ନୂତନ ପ୍ରଭାତେନବ ଜୀବନ ଓ ନବ ଚିନ୍ତନରାଷ୍ଟ୍ର, ସମାଜ ର ପ୍ରଗତି ଵିଧାନେଲକ୍ଷ୍ୟ ର ହେଉ ନବ ଉତଥାନ…. || ଅପୂର୍ଣ୍ଣ କାର୍ଯ୍ୟ ହେଉ ସବୁ ପୂର୍ଣ୍ଣଦୂରୀଭୂତ ହେଉ ସବୁ ବାଧାବିଘ୍ନ,କାଳ ର ପ୍ରବାହେ ଗଡ଼ିଯାଏ ଦିନକିଛି ନୁହେଁ ଏଠି ସ୍ଥାୟୀ ଚିରନ୍ତନ….. || ପୁରାତନ ଦିନ ଶିକ୍ଷା

ମନ ତୋ ନିଷ୍ଠୁର

ସହରର ବତୀ ସବୁ ଲିଭିଗଲା ପରେତୁମକୁ ମୁଁ ଖୋଜୁଥାଏ ଜହ୍ନ ଆଲୁଅରେ।।ସେ ଦିନ ର ଜହ୍ନ ଥିଲା ନୂଆଁ ଏକ ଜହ୍ନପ୍ରେମ ଜ୍ୟୋଛନାରେ ଭିଜୁଥିଲା ଦୁଇ ମନ।। ପ୍ରେମର ମହକ ନେଇ ବହୁଥିଲା ପବନଅମାନିଆ ଆଖିରେ ଯେ ଅସୁମାରି ସପନ।।ଚାଲିଗଲୁ ପ୍ରିୟା ତୁହି ଫିକା ଲାଗେ ଫଗୁଣଏକା ଏକା ଲାଗେ ଆଜି ରଙ୍ଗ ହିନ

କୁଆଁର ପୁନେଇଁ

କୁଆଁରପୁନେଇ ଜହ୍ନକୁଆଁରି ମନର କଥାହ୍ରୁଦୟର ନିରବତାଜାଣେ ସେ ଭିତିରି କଥାସଜାଡ ଅର୍ଘ୍ୟ ଥାଳଟା......। ବନ୍ଦେଇବା ଚାନ୍ଦ ଆମେମନେ ମାନସିକ କେତେଆଶା ହବଟି ପୁରଣକରିବ ପୁନେଇଁ ଜହ୍ନ.....। ଖଇ ଆଞ୍ଜୁଳି ଟେକିବାଧୁପ ଦୀପ ସମର୍ପିବାମନକଥା କହି ହେବା ଜୁହାରଏକାଠି ହେବା ସତ୍ୱର......।

ଶୁଭ ଦୀପାବଳି

ଆଲୋ ମାଟିଦୀପ ପ୍ରଭୁଙ୍କ ସମୀପଜଳୁଅଛୁ ଦିନରାତିଜୀବନ ତୋହର ଧନ୍ୟ ହୋଇଗଲାସୁଖେ ଦିନ ଯାଏ ବିତି । ନାହିଁ ମନେ ଖେଦ ନାହିଁ ତ ବିଷାଦନାହିଁ ମନେ ଭେଦଭାବଜାତି, ବର୍ଣ୍ଣ, ସମ୍ୟ, ଅଭିନ୍ନ ବୈଷମ୍ୟସବୁଠି ହିଁ ତୋ ଉଦ୍ଭଦ । ଅକ୍ଲେଶେ ବାଛୁ ପୂଣ୍ୟ ଜ୍ୟୋତି ଧାରାକରୁଣା କଣିକା ପାଇଗରଭୁ ମାଲପା

ନବଦୁର୍ଗା

ଶକତି ଦାୟିନୀ ସେନେହମୟୀ ଲୋଶୈଳପୁତ୍ରୀ ନମସ୍ତୁତେପ୍ରଥମ ସ୍ୱରୂପ ତୋରଲୋ ଜନନୀନମଇ ପ୍ରଥମ ଦିନେ……|| ହସ୍ତେ ଜପାମାଳି କମଣ୍ଡଳ ଧରି,ମା ବ୍ରହ୍ମଚାରିଣୀ ନମସ୍ତେଦ୍ୱିତୀୟ ଦିନରେ ମା ତୋତେ ଭଜେ,ସାହାହୁଅ ସର୍ବଜନେ…..|| ସର୍ବ ଆୟୁଧକୁ ଧରିବୀଜେକରୁ,ଉଗ୍ରରୁପେ ଚନ୍ଦ୍ରଘଣ୍ଟାସରଣ ପସୁଛି

ଭିନ୍ନ ଜଣେ ସାବିତ୍ରୀ

ସାବିତ୍ରୀ ଜଣେ ସତୀ ନାରୀ ।ସାବିତ୍ରୀ ସତ୍ୟବାନ୍ କାହାଣୀ ସମ୍ବନ୍ଧରେ ଆପଣମାନେ ଭଲ ଭାବରେ ଜାଣିଛନ୍ତି । ଓଡ଼ିଆ କ୍ୟାଲେଣ୍ଡରର ଜ୍ୟୈଷ୍ଠ ମାସର ଅମାବାସ୍ୟା ତିଥିରେ ସାବିତ୍ରୀ ବ୍ରତ ପାଳନ ହୁଏ ।ସ୍ୱାମୀର ମଙ୍ଗଳ କାମନା କରି ସ୍ତ୍ରୀ ମାନେ ବ୍ରତ ରଖନ୍ତି । ସାବିତ୍ରୀ ବ୍ରତକୁ ଫଳ

ତୁମେ ମୋ ତୁଳସୀ ତୁମେ ମୋ ଚନ୍ଦନ

ତୁମେ ମୋ ତୁଳସୀ ମୋ ଚନ୍ଦନ ଚିତା,ମୋର ଭାଗବତ ଗୀତାତୁମେ ମୋ ଧରମ ତୁମେ ମୋ କରମ ,ତୁମେ ମୋ ହ୍ରୁଦେ ସାଇତା,,,,। ତୁମେ ମୋ ବିଚାର ମୋର ଉପଚାର,ତୁମେ ମୋ ସଞ୍ଜ ସଳିତାତୁମେ ମୋ ଅର୍ପଣ ମୋ ପୂଜା ତର୍ପଣ,ଏମିତି ସାଥୀ ହୋଇଥା,,,,। ତୁମେ ମୋ ଆୟୁଷ ତୁମେ ମୋ ପିୟୁଷ,ତୁମେ ତ ମୋର ଠିକଣାତୁମେ

ମା ମୋର ଜଗଦମ୍ବା

ସଙ୍କଟ ହାରିଣୀ ଦାମିନୀ କାମିନୀ ,କାଳିକା ଚଣ୍ଡିକା ତୁହିଦୁଷ୍ଟ ବିନାଶିନୀ ଘର୍ଘର ନାଦିନୀ,ଜଗଦମ୍ବା ଦୟାମୟୀ,,,,। ଶଙ୍କର ଘରଣୀ କାସ୍ମିରୀ ବଲ୍ଲଭୀ,କାମାକ୍ଷୀ ତୁ କାତ୍ୟାୟନୀକରୁଛି ଗୁହାରି ମାଆ ମହାମାୟୀ,ଘେନ ମହିଷାମର୍ଦ୍ଦିନୀ,,,,। ଦିଅ ମୋର ମନେ ଭକ୍ତି ଭାବ ଭରି,ଦୁର୍ଗତି ନାଶିନୀ

ପାପୁଲି ବାହାରର ଆକାଶ

ତଳକୁ ଉପର ହେଉଥାଏ ସଞ୍ଜୁ । ଲୋକଟା ବଲବଲ କରି ଚାହିଁ ଥାଏ ତାକୁ । ସେ ଛାତ ଉପର ଦାଣ୍ଡବାଡି ସବୁଆଡେ ପରସ୍ତେ ଆଖି ବୁଲେଇ ଆଣିବା ପରେ ସାମାନ୍ୟ ଥକାପଣରେ ତା' ଆଗରେ ଆସି ଲଥ୍ କରି ବସିପଡିଲା । ଲୋକଟା ସେମିତି ବଲବଲ କରି ଚାହିଁଥାଏ ତା' ମୁହଁକୁ । ସଞ୍ଜୁ କହିଲା, ହଁ ହୋଇଗଲା ଏତିକି ହିଁ ।