ଜ୍ବାଳା ସେଇ ବର୍ଷା ଛିଟା’ର

ରୂପେଲି ରାତିର ବରଷା ରାଣୀ ଗୋଆକାଶୁ ଦେଲ କି ଛୁଇଁଅନୁଭବ ହୁଏ ଭିଜି ଯାଆନ୍ତି କିସାରା ଜୀବନ ତୋ ପାଇଁ……। କିଏ ଜାଣେ ସାଥୀ ଛୁଇଁ ବା ବଦଳେବରଷାରେ ଥିଲା ନିଆଁବିକ୍ଷିପ୍ତ ମନଟା ବିକଳ ହୁଅଇଭିଜି ଯାଆନ୍ତି କି ଆହା…….। ହେଲେ ସେଇ ଦେହ ତନୁ ଓ ମନରେବିଷ ଚରିଗଲା କିଆଁଜୀବନ ସଙ୍ଗୀତ ବଦଳି

ଯେଉଁଠି ପ୍ରେମ ମୂଲ୍ୟହୀନ

ଚାଲ୍ ଫେରିଯିବା ପୂରୁବ ଜାଗାକୁକରିବାନି ଆଉ ପ୍ରେମଯୋଉଠି ବୁଝେନି ହୃଦୟ କାହାରଅବିଶ୍ବାସେ ପରିପୂର୍ଣ୍ଣ ଆକାଶ ଛାତିରେ ଅନ୍ଧାର ଭିତରେଲୁଚିଯିବ ସବୁ ଚିହ୍ନଯୋଡୁଥିଲେ ସିନା ସ୍ନେହ କୁ ପ୍ରେମରେସମୟ ସଙ୍ଗେ ସପନ ହେଲେ ଏଠି ଦେଖ ହୃଦୟ ତନ୍ତ୍ରୀରେଗୋଟି ଗୋଟି ଛିଣ୍ଡା ତାରକାହିଁକି ଗାଇବା

ଜହ୍ନରେ ଲେଖିଛି ନାଁ

କାହିଁକି କେଜାଣି ଏଇ ପୃଥିବୀଟାଲାଗୁନାହିଁ ପ୍ରିୟା ଭଲକେହି ବୁଝେନାହିଁ ପ୍ରେମର ମୂଲ୍ୟକୁପ୍ରେମୀ ହୁଏ କଲବଲ ଯେତେ ଯେତେ ସ୍ବପ୍ନ ଏକାଠି କରିଛିହୃଦୟକୁ ମୋର ଦେଇଭରିଯିବ ନିଶ୍ଚେ ଅଳକା ପୁରଟାଅକ୍ଷୁର୍ଣ୍ଣ ଚମକ ଦେଇ ପ୍ରଥମ ଦେଖାରୁ ପ୍ରଥମ ଦିନରେପାଇଲି ତୁମକୁ ଭଲସୁନ୍ଦର ଲାଗେ ତୋ ଜହ୍ନ

ମାଆ’ ର କି ବିକଳ୍ପ ଥାଏ ?

ଖାଇଲା ବେଳରେ ଉଠିଲେ ତାଳୁକୁଅବା ହାକୁଟିର ସ୍ବରପାଖେ ଥାଇ ମାଆ ମୁଣ୍ଡକୁ ବାଡେଇପାଣି ପିଆଏ ସେ ଧିର ଶୋଇଲା ବେଳରେ ସପନେ ବାଉଳାଯେବେ ଦିଏ ଛୁଆ କାନ୍ଦିକଡ ଲେଉଟାଇ ଶୁଆଇ ପକାଏତା'ର ହାତେ ଥାପୁଡାଇ ମନେ ତ ପଢୁଛି କଟି ଗଲେ ହାତଲେପ ବିଶଲ୍ୟ କରଣିପେଟ କାମୁଡାକୁ ଲୁଣ ପାଣି ଦେଇଖୁଆଏ ପଖାଳ

ଲେମ୍ବୁ

ଲେମ୍ବୁଦର ଭୀଷଣ ବଢି ଯାଇଛି ବୋଲିଏବେ ଚାରିଆଡେ ହାଲ୍ଲା;ଲୋକଙ୍କ ସନ୍ଦେହ ଓଡିଶା ତା ହେଲେଲେମ୍ବୁ ଉତ୍ପାଦନରେ କେମିତି ପ୍ରଥମ ହେଲା? କୃଷିମନ୍ତ୍ରୀ ଯେଉଁ ଦିନଠୁ ଏକଥାସର୍ବ ସମ୍ମୁଖରେ କହି ଦେଇଛନ୍ତି;ଚାଉଳ ପରି ଲେମ୍ବୁ ବି ଶସ୍ତାରେ ମିଳୁ ବୋଲିଲୋକେ ବୋଧେ ଚାହିଁ ରହିଛନ୍ତି!

ଭାରାକ୍ରାନ୍ତ ମନ

ଭାରାକ୍ରାନ୍ତ ମନ ଦିଏ ନାହିଁ ସଫଳତାଲକ୍ଷ୍ଯ ରେ ପହଞ୍ଚିବାରେ ବାଧକ ସାଜେସ୍ଥିର ଚିତ୍ତ ,ଶାନ୍ତ ମସ୍ତିଷ୍କ ,ଆନନ୍ଦ ହୃଦୟସଫଳତା ଆଣେ ଜୀବନେ ଅନେକ । ସଂସାର ରେ ଘର କଲେଅନେକ ଶତ୍ରୁ ରହିବେ ନିଶ୍ଚିୟଆମକୁ ସେମାନଙ୍କ ଠାରୁ ଦୂରେଇ ରହିବାକୁ ହେବକାହିଁକି ନା ସେମାନେ ଦେବେ କୁ ମନ୍ତ୍ରଣା ।

ମାୟା ରେ ବାୟା

ଏ ଯୋଗୀ ପୁଅ,ଏଠାକୁ ଆସିଲୁ । ଆଉ ଥରେ ତୋର ସେ ଗୀତ,"ଖଣ୍ଡି ଯେ ଖଣ୍ଡି ତୋର ପିଞ୍ଜରା କାଠି, ମନବୋଧ ଚଉତିଶା କୁ ଗାଇଲୁ ।" ଏତିକି କହି ନିଜର ବାଘୁଆ ନିଶ ହଳକୁ ସଜାଡି ଦେଇ, ପ୍ଲାଷ୍ଟିକ ଚୌକିରୁ ଧଳା ଧଳା କାତିଆ ଛାଡି ପଡୁଥିବା ପ୍ଲାଷ୍ଟିକ ଚୌକିଟିକୁ ସଜାଡି ଦେଇ ବସିପଡିଲେ ଅମରେନ୍ଦ୍ର ବାବୁ

ଶବ୍ଦ ବ୍ୟବହାରର ମହତ୍ତ୍ଵ

ମଣିଷର ଅନୁଭତି, ଶବ୍ଦ ଶବ୍ଦ ମଧ୍ୟରେ,ଅଛି ବହୁ ଅନ୍ତର,ଛୁଇଁ ହୁଏନା, ଦେଖି ହୁଏନା, ନାହିଁ ଆଖିହାତ ଗୋଡ଼ ଶବ୍ଦର. ।୧। ସମାଜରେ ବ୍ୟକ୍ତି ବ୍ୟକ୍ତିର ଶତ୍ରୁ ମିତ୍ରବନନ୍ତି ଶବ୍ଦର ଉଚ୍ଚାରଣରେଭାବିବାକୁ ହୁଏ ମନ ମଧ୍ୟରେ, କାହାକୁସମ୍ଭାଷଣ କରାହେବ କେଉଁ ଶବ୍ଦରେ.।୨। ଶବ୍ଦ ହିଁ କରେ ମଣିଷ

ନୂତନ ବର୍ଷ

ତୁମେ ନେଇଆସ ନୂତନ ପ୍ରଭାତେନବ ଜୀବନ ଓ ନବ ଚିନ୍ତନରାଷ୍ଟ୍ର, ସମାଜ ର ପ୍ରଗତି ଵିଧାନେଲକ୍ଷ୍ୟ ର ହେଉ ନବ ଉତଥାନ…. || ଅପୂର୍ଣ୍ଣ କାର୍ଯ୍ୟ ହେଉ ସବୁ ପୂର୍ଣ୍ଣଦୂରୀଭୂତ ହେଉ ସବୁ ବାଧାବିଘ୍ନ,କାଳ ର ପ୍ରବାହେ ଗଡ଼ିଯାଏ ଦିନକିଛି ନୁହେଁ ଏଠି ସ୍ଥାୟୀ ଚିରନ୍ତନ….. || ପୁରାତନ ଦିନ ଶିକ୍ଷା

ମନ ତୋ ନିଷ୍ଠୁର

ସହରର ବତୀ ସବୁ ଲିଭିଗଲା ପରେତୁମକୁ ମୁଁ ଖୋଜୁଥାଏ ଜହ୍ନ ଆଲୁଅରେ।।ସେ ଦିନ ର ଜହ୍ନ ଥିଲା ନୂଆଁ ଏକ ଜହ୍ନପ୍ରେମ ଜ୍ୟୋଛନାରେ ଭିଜୁଥିଲା ଦୁଇ ମନ।। ପ୍ରେମର ମହକ ନେଇ ବହୁଥିଲା ପବନଅମାନିଆ ଆଖିରେ ଯେ ଅସୁମାରି ସପନ।।ଚାଲିଗଲୁ ପ୍ରିୟା ତୁହି ଫିକା ଲାଗେ ଫଗୁଣଏକା ଏକା ଲାଗେ ଆଜି ରଙ୍ଗ ହିନ