Browsing Category

କବିତା

ମାଆ’ ର କି ବିକଳ୍ପ ଥାଏ ?

ଖାଇଲା ବେଳରେ ଉଠିଲେ ତାଳୁକୁଅବା ହାକୁଟିର ସ୍ବରପାଖେ ଥାଇ ମାଆ ମୁଣ୍ଡକୁ ବାଡେଇପାଣି ପିଆଏ ସେ ଧିର ଶୋଇଲା ବେଳରେ ସପନେ ବାଉଳାଯେବେ ଦିଏ ଛୁଆ କାନ୍ଦିକଡ ଲେଉଟାଇ ଶୁଆଇ ପକାଏତା'ର ହାତେ ଥାପୁଡାଇ ମନେ ତ ପଢୁଛି କଟି ଗଲେ ହାତଲେପ ବିଶଲ୍ୟ କରଣିପେଟ କାମୁଡାକୁ ଲୁଣ ପାଣି ଦେଇଖୁଆଏ ପଖାଳ

ଶବ୍ଦ ବ୍ୟବହାରର ମହତ୍ତ୍ଵ

ମଣିଷର ଅନୁଭତି, ଶବ୍ଦ ଶବ୍ଦ ମଧ୍ୟରେ,ଅଛି ବହୁ ଅନ୍ତର,ଛୁଇଁ ହୁଏନା, ଦେଖି ହୁଏନା, ନାହିଁ ଆଖିହାତ ଗୋଡ଼ ଶବ୍ଦର. ।୧। ସମାଜରେ ବ୍ୟକ୍ତି ବ୍ୟକ୍ତିର ଶତ୍ରୁ ମିତ୍ରବନନ୍ତି ଶବ୍ଦର ଉଚ୍ଚାରଣରେଭାବିବାକୁ ହୁଏ ମନ ମଧ୍ୟରେ, କାହାକୁସମ୍ଭାଷଣ କରାହେବ କେଉଁ ଶବ୍ଦରେ.।୨। ଶବ୍ଦ ହିଁ କରେ ମଣିଷ

ନୂତନ ବର୍ଷ

ତୁମେ ନେଇଆସ ନୂତନ ପ୍ରଭାତେନବ ଜୀବନ ଓ ନବ ଚିନ୍ତନରାଷ୍ଟ୍ର, ସମାଜ ର ପ୍ରଗତି ଵିଧାନେଲକ୍ଷ୍ୟ ର ହେଉ ନବ ଉତଥାନ…. || ଅପୂର୍ଣ୍ଣ କାର୍ଯ୍ୟ ହେଉ ସବୁ ପୂର୍ଣ୍ଣଦୂରୀଭୂତ ହେଉ ସବୁ ବାଧାବିଘ୍ନ,କାଳ ର ପ୍ରବାହେ ଗଡ଼ିଯାଏ ଦିନକିଛି ନୁହେଁ ଏଠି ସ୍ଥାୟୀ ଚିରନ୍ତନ….. || ପୁରାତନ ଦିନ ଶିକ୍ଷା

ମନ ତୋ ନିଷ୍ଠୁର

ସହରର ବତୀ ସବୁ ଲିଭିଗଲା ପରେତୁମକୁ ମୁଁ ଖୋଜୁଥାଏ ଜହ୍ନ ଆଲୁଅରେ।।ସେ ଦିନ ର ଜହ୍ନ ଥିଲା ନୂଆଁ ଏକ ଜହ୍ନପ୍ରେମ ଜ୍ୟୋଛନାରେ ଭିଜୁଥିଲା ଦୁଇ ମନ।। ପ୍ରେମର ମହକ ନେଇ ବହୁଥିଲା ପବନଅମାନିଆ ଆଖିରେ ଯେ ଅସୁମାରି ସପନ।।ଚାଲିଗଲୁ ପ୍ରିୟା ତୁହି ଫିକା ଲାଗେ ଫଗୁଣଏକା ଏକା ଲାଗେ ଆଜି ରଙ୍ଗ ହିନ

କୁଆଁର ପୁନେଇଁ

କୁଆଁରପୁନେଇ ଜହ୍ନକୁଆଁରି ମନର କଥାହ୍ରୁଦୟର ନିରବତାଜାଣେ ସେ ଭିତିରି କଥାସଜାଡ ଅର୍ଘ୍ୟ ଥାଳଟା......। ବନ୍ଦେଇବା ଚାନ୍ଦ ଆମେମନେ ମାନସିକ କେତେଆଶା ହବଟି ପୁରଣକରିବ ପୁନେଇଁ ଜହ୍ନ.....। ଖଇ ଆଞ୍ଜୁଳି ଟେକିବାଧୁପ ଦୀପ ସମର୍ପିବାମନକଥା କହି ହେବା ଜୁହାରଏକାଠି ହେବା ସତ୍ୱର......।

ଶୁଭ ଦୀପାବଳି

ଆଲୋ ମାଟିଦୀପ ପ୍ରଭୁଙ୍କ ସମୀପଜଳୁଅଛୁ ଦିନରାତିଜୀବନ ତୋହର ଧନ୍ୟ ହୋଇଗଲାସୁଖେ ଦିନ ଯାଏ ବିତି । ନାହିଁ ମନେ ଖେଦ ନାହିଁ ତ ବିଷାଦନାହିଁ ମନେ ଭେଦଭାବଜାତି, ବର୍ଣ୍ଣ, ସମ୍ୟ, ଅଭିନ୍ନ ବୈଷମ୍ୟସବୁଠି ହିଁ ତୋ ଉଦ୍ଭଦ । ଅକ୍ଲେଶେ ବାଛୁ ପୂଣ୍ୟ ଜ୍ୟୋତି ଧାରାକରୁଣା କଣିକା ପାଇଗରଭୁ ମାଲପା

ନବଦୁର୍ଗା

ଶକତି ଦାୟିନୀ ସେନେହମୟୀ ଲୋଶୈଳପୁତ୍ରୀ ନମସ୍ତୁତେପ୍ରଥମ ସ୍ୱରୂପ ତୋରଲୋ ଜନନୀନମଇ ପ୍ରଥମ ଦିନେ……|| ହସ୍ତେ ଜପାମାଳି କମଣ୍ଡଳ ଧରି,ମା ବ୍ରହ୍ମଚାରିଣୀ ନମସ୍ତେଦ୍ୱିତୀୟ ଦିନରେ ମା ତୋତେ ଭଜେ,ସାହାହୁଅ ସର୍ବଜନେ…..|| ସର୍ବ ଆୟୁଧକୁ ଧରିବୀଜେକରୁ,ଉଗ୍ରରୁପେ ଚନ୍ଦ୍ରଘଣ୍ଟାସରଣ ପସୁଛି

ତୁମେ ମୋ ତୁଳସୀ ତୁମେ ମୋ ଚନ୍ଦନ

ତୁମେ ମୋ ତୁଳସୀ ମୋ ଚନ୍ଦନ ଚିତା,ମୋର ଭାଗବତ ଗୀତାତୁମେ ମୋ ଧରମ ତୁମେ ମୋ କରମ ,ତୁମେ ମୋ ହ୍ରୁଦେ ସାଇତା,,,,। ତୁମେ ମୋ ବିଚାର ମୋର ଉପଚାର,ତୁମେ ମୋ ସଞ୍ଜ ସଳିତାତୁମେ ମୋ ଅର୍ପଣ ମୋ ପୂଜା ତର୍ପଣ,ଏମିତି ସାଥୀ ହୋଇଥା,,,,। ତୁମେ ମୋ ଆୟୁଷ ତୁମେ ମୋ ପିୟୁଷ,ତୁମେ ତ ମୋର ଠିକଣାତୁମେ

ମା ମୋର ଜଗଦମ୍ବା

ସଙ୍କଟ ହାରିଣୀ ଦାମିନୀ କାମିନୀ ,କାଳିକା ଚଣ୍ଡିକା ତୁହିଦୁଷ୍ଟ ବିନାଶିନୀ ଘର୍ଘର ନାଦିନୀ,ଜଗଦମ୍ବା ଦୟାମୟୀ,,,,। ଶଙ୍କର ଘରଣୀ କାସ୍ମିରୀ ବଲ୍ଲଭୀ,କାମାକ୍ଷୀ ତୁ କାତ୍ୟାୟନୀକରୁଛି ଗୁହାରି ମାଆ ମହାମାୟୀ,ଘେନ ମହିଷାମର୍ଦ୍ଦିନୀ,,,,। ଦିଅ ମୋର ମନେ ଭକ୍ତି ଭାବ ଭରି,ଦୁର୍ଗତି ନାଶିନୀ

ଜୀବନ ପାଇଁ ପଦେ

ଖୁସି କୁ ବାଣ୍ଟିଲେ ହୁଅଇ ଅଧିକ,ଦୁଃଖକୁ ବାଣ୍ଟିଲେ ଅଧାଜୀବନ ଅଛିତ ଦୁଃଖ କଷ୍ଟ ଅଛି,କାହିଁ ଏତେ କର ଚିନ୍ତା……|| ହୃଦୟକୁ କର କୋମଳ ନରମ,ଆଶା କୁ ରଖ ଆୟତ୍ତେନିଜକୁ କରିବ ଶକ୍ତ ମଜବୁତ୍,ଭାଙ୍ଗିବ ନାହିଁ ବିପଦେ……|| ଅନ୍ୟର ଦୁଃଖକୁ ଭଲଭାବେ ଶୁଣି,କିଛିତ ସାହାଯ୍ୟ କରନିଜେ ଯେବେ ଦୁଃଖ