Browsing Category

କବିତା

ଅନ୍ତର୍ଦାହ

ଫୁଲଟିଏ ବୋଲିବୁଝିଲନି ବ୍ୟଥା ମୋ ଅନ୍ତର୍ମନର......ନର ପିଶାଚ ପରିଝୁଣି ଶୋଷିନେଲମୋ ଦେହର ତଟକା ତଟକାରକ୍ତ ଯେତେ.......କୋମଳ ସତେଜ ଅଙ୍ଗକୁମଧୁଶୂନ୍ୟ କରିବିଭୋର ହୁଅ ତୁମେଚୁମି ଚୁମି ଥରକୁ ଥର। ଆଉ ମୁଁ......ଅସହ୍ୟ ଅବ୍ୟକ୍ତ ଅଶ୍ଵସ୍ତିରେହେଉଥାଏ ଛଟପଟ,ଦୋହଲି ଯାଏ ମୋ

ଷୋଡ଼ଶ ନାମ

ମରତ ମଣ୍ଡଳେ ଜୀବ ହୋଇଲେ ଜନମଅନୀତି ଅଧର୍ମ ପାପ କରେ ସେ କରମ ।ସକଳ ପାପରୁ ତ୍ରାହି ପାଇବାର ବାଟବିଷ୍ଣୁ ସହସ୍ର ନାମକୁ ନିତ୍ୟ କର ପାଠ ।ଏ ଭବେ ଏ ନାମ ରାଶି ଅମୃତ ସମାନବିଷ୍ଣୁପୁର ଯିବା ପାଇଁ ସେବ ବାଇମନ ।ହେଜ ହେଜ ଗୁଣ ଗୁଣ ଷୋଡ଼ଶ ନାମକୁମୁକତିର ପଥ ଏହି ଧରିତା ଧାରକୁ ।ଔଷଧ ସେବନ ବିଷ୍ଣୁ

ନବ ବର୍ଷର ଅଭିନନ୍ଦନ

ନୂତନ ବର୍ଷ ର ନବୀକରଣ କୁ                କର ହେ ସବୁ ସ୍ୱାଗତ,ହିଂସା ଅହଂଭାବ ଦୁରୀଭୂତ ହେଉ                ସଭିଏଁ ହୁଅ ଜାଗ୍ରତ ।।କିଛି କ୍ଷଣ ପରେ ନବ ବରଷ କୁ                 ସ୍ୱାଗତ କରିବା ଭବେଇର୍ଷା,ସ୍ୱାର୍ଥ ଆଉ କୁମନ୍ତ୍ରଣା ତେଜି            ହୋଇବା ଏକାଠି ସର୍ବେ।।ଜାତୀୟ

ଆପଣାର

ଅତି ଆପଣାର ଛାଇ ମୋର ଅଟେଛାଡେ ନାହିଁ କେବେ ପାଶକିନ୍ତୁ ମୁଁ ଗଲା ପରେ ସେ ଆଉ ନଥିବକାହିଁ ନଥିବ ତା ଠାବ । ମୁଁ ଗଲାପରେ ଥିବ କର୍ମଫଳକିଏ ବା କହିବ ଭଲଆଉ କିଏ ଅବାନାକ ଟେକି ଦେଇକହିଦେଉଥିବକରୁଥିଲା କେତେ ଛଳ । କର୍ମ ମୋ ନିଜର, କର୍ମ ଆପଣାରଦିଏ ମୋତେ ସୁଖ ଦୁଃଖ।ମୋର କଲା କର୍ମ କେବେ