Browsing Category

ସମ୍ପାଦକୀୟ

“ସମାଜର ଯାହା ହିତ ସାଧନା କରେ ତାହାହିଁ ସାହିତ୍ୟ”

ଯେଉଁ ଦେଶର ସାହିତ୍ୟ ଯେତେ ବଳିଷ୍ଠ ସେ ଦେଶ ସେତେ ଉନ୍ନତ ।ଇଂଲିଶ ଭାଷା ବଳିଷ୍ଠ ଯୋଗୁଁ ସେ ଦେଶ ସମଗ୍ର ବିଶ୍ୱକୁ ନିଜ ଅଧିନ କୁ ଆଣି ପାରିଥିଲା ଓ ସେ ଭାଷା ଆଜି ଆନ୍ତର୍ଜାତିକ ଭାଷା ର ମାନ୍ୟତା ପାଇଛି। ଆମ ମାତୃଭାଷା ଓଡ଼ିଆ ର ଉନ୍ନତି ପାଇଁ ନବ ବର୍ଷ ୨୦୨୧ ର ଆଦ୍ୟ ଦିବସ ର ବାଳାରୁଣ ର