Browsing Category

ଅଣୁଗଳ୍ପ

ସମ୍ପର୍କ

ସହର ର ଶେଷ କୋଠା ଟି ।ଏଠାରେ ଯୁବକ ଯୁବତୀ ମାନଙ୍କ ଗହଳି ଲାଗିନଥାଏ ।କିନ୍ତୁ ନୀରବତା ଭିତରେ ଗହଳି ଥାଏ ।କିଏ ରାମାୟଣ,ମହାଭାରତ, ଗୀତା, ବାଇବେଲ କିମ୍ବା କୋରାନ ପଢିବା ରେ ବ୍ୟସ୍ତ ତ କିଏ ବଗିଚାରେ ଆଉ କିଏ ହସ୍ତ ଶିଳ୍ପ ରେ।କିନ୍ତୁ ସମସ୍ତେ ବ୍ୟସ୍ତ ଥାନ୍ତି ଅନ୍ୟ ର ସେବା ରେ।ହଠାତ

ସୌଭାଗ୍ୟବତୀ

ଗାଁ ଟା ସାରା ହୁରିପଡିଗଲା ଆର୍ତ୍ତତ୍ରାଣ ବିଷ ଖାଇ ଦେଇଛନ୍ତି।ମୁହଁ ରୁ ଫେଣ ବାହାରି ପଡୁଛି।ଯିଏ ଶୁଣିଲା ସେ ଆଶ୍ଚର୍ଯ୍ୟ ହୋଇଗଲା । କାହିଁକି ଆର୍ତ୍ତତ୍ରାଣ ବିଷ ଖାଇଦେଲେ?ଜଣେ ଅନ୍ୟ ଜଣ ଙ୍କୁ ଏହି ପ୍ରଶ୍ନ ପଚାରୁଥାନ୍ତି ।କିନ୍ତୁ ଉତ୍ତର କାହାରି ପାଖରେ ନଥାଏ ।କିଏ କହୁଥାଏ,ଏଇ ପରା,ମୁଁ

ଆମ ବୁନିଆଦି

ଗାଁ ମୁଣ୍ଡରେ ଝଙ୍କାଳିଆ ବରଗଛ ।ଉପରେ ବିଭିନ୍ନ ପକ୍ଷୀ ଙ୍କର କିଚିରି ମିଚିରି ଶବ୍ଦ। ଗଛ ଛାଇ ରେ ଗାଁ ର ବୁଲା କୁକୁର, ଗାଈ ଗୋରୁଙ୍କର ମେଳି। ଗଛ ମୂଳର ଚଉତରା ରେ ଗାଁ ର ବୟସ୍କ, ବୃଦ୍ଧ ଲୋକ ମାନଙ୍କର ବିଭିନ୍ନ ଘର କରଣା ଜିନିଷ ଯଥା ଲଙ୍ଗଳ ତିଆରି, ଛଣ ପଟ ରେ ବିଭିନ୍ନ ଜିନିଷ ତିଆରି

କର୍ମ ହିଁ ଭଗବାନ

ଏକଦା ଫ୍ରାନ୍ସ ଦେଶରେ ଜଣେ ରାଣୀ ଥିଲେ । ସେ' ସବୁବେଳେ ବହୁତ ଗର୍ବ କରନ୍ତି । ଗରିବ ଖଟିଖିଆ ଲୋକ ଦେଖିଲେ ଆହୁରି ଅଧିକ ଘୃଣାକରନ୍ତି । ତାଙ୍କ ମହଲକୁ ସଫା କରିବା ପାଇଁ ଫନିଆଁ ନାମେଣ ଜଣେ ନାରୀ ସବୁଦିନ ଝାଡୁ କରିବାକୁ ଆସନ୍ତି । ଫନିଆଁ ସବୁକିଛି ଅତି ଯତ୍ନର ସହିତ କାମ କରନ୍ତି