ମନ

0

ମନ ଟା ମୋହର
ବହୁତ ଅଝଟ
ଅବାଟ କୁ ନିଏ ଟାଣି
ହେଲେ ବିବେକ ଚାବୁକ
ଥରେ ସେ ପାଇଲେ
ଦେଖାଏ ନା ଆଉ ଠାଣି ।।

ଅବାଧ ଇନ୍ଦ୍ରିୟ
ଅଝଟିଆ ମନ
ହୋଇଗଲେ କେବେ ସାଥି
ନିନ୍ଦା ଅପନିନ୍ଦା
ଢାଳି ହୋଇଯାଏ
ନଦିଅନ୍ତି କେହି ପ୍ରୀତି ।।

ସିଦ୍ଧି ପ୍ରସାଦ ସାହୁ
ସଂପାଦକ,ପ୍ରତିବିମ୍ବ

Leave A Reply

Your email address will not be published.

4 + fourteen =