ସଂଗ୍ରାମୀ ପଥେ ବୈକୁଣ୍ଠ ବାବୁ

ସଂଗ୍ରାମ ପଥେ ସଂଗ୍ରାମୀ ବୈକୁଣ୍ଠ ସାହୁ ତାଳଚେର ପ୍ରଜାମଣ୍ଡଳ ଇତିହାସକୁ ପର୍ଯ୍ୟାଲୋଚନା କଲେ ଜଣାଯାଏ ଯେ ଆଗଧାଡ଼ିର ସମସ୍ତ ନେତା ଓ କର୍ମୀ ଥିଲେ ଉଚ୍ଚ ଧନୀକ ଗୃହର ଓ ସୁଶିକ୍ଷିତ । ତେଣୁ ସମସ୍ତେ ଥିଲେ ବାବୁ ପଦବାଚ୍ୟ । କିନ୍ତୁ ସେହି ଆଗଧାଡ଼ିର ନେତା ( ବା ) କର୍ମୀ ମାନଙ୍କ ମଧ୍ୟରୁ ଜଣେ

ସନ୍ଥ-କବି

କବି କୁଳ ଚାନ୍ଦ ଆହେ ଭୀମଭୋଇଅମୀୟ ଝରଇ ପଦୁ ତୁମରଓଡ଼ିଆ ଭାଷା ତ ହେଲା ବିଶ୍ଵଜୟୀପାଇଣ ତୁମର କାଉଁରୀ କର l ଓଡ଼ିଆ ସଂସ୍କୃତି କେତେ ତ ମହାନସ୍ତୁତି ଚିନ୍ତାମଣି କରେ ବୟାନ,ନିଜ ଜୀବନକୁ ନର୍କରେ ପକାଇବିଶ୍ଵହିତବାଞ୍ଚି ହେଲ ମହାନ I ବିଶ୍ୱଘୋଷି ହେଲା ତୁମ ମହାନତାସନ୍ଥକବି ନାମେ ହେଲ

ସମ୍ପର୍କ

ସହର ର ଶେଷ କୋଠା ଟି ।ଏଠାରେ ଯୁବକ ଯୁବତୀ ମାନଙ୍କ ଗହଳି ଲାଗିନଥାଏ ।କିନ୍ତୁ ନୀରବତା ଭିତରେ ଗହଳି ଥାଏ ।କିଏ ରାମାୟଣ,ମହାଭାରତ, ଗୀତା, ବାଇବେଲ କିମ୍ବା କୋରାନ ପଢିବା ରେ ବ୍ୟସ୍ତ ତ କିଏ ବଗିଚାରେ ଆଉ କିଏ ହସ୍ତ ଶିଳ୍ପ ରେ।କିନ୍ତୁ ସମସ୍ତେ ବ୍ୟସ୍ତ ଥାନ୍ତି ଅନ୍ୟ ର ସେବା ରେ।ହଠାତ

ନନ୍ଦ ନନ୍ଦନ

ଏ ସଂସାର ପଥ ବଡ଼ ବିଷମୟଚାଳିବାଟା ଭାରି କଷ୍ଟହେ ନନ୍ଦ ନନ୍ଦନ ତୋ ଆଲୋକ ପାଇଚାଲୁଥିବି ଏହି ବାଟ,କାଳିଆ ରେ ସୁଗମ ହେବ ମୋ ବାଟ ।ଗଂଠୁଲି ମୋହର ଭାରି ହୋଇଅଛିହିଂସା,ଦ୍ୱେଷ,ଘୃଣା ଥାଇରହ ରେ କାଳିଆ,ସେ ଗଂଠୁଲି ଥୋଇଧରିବି ତୋ ଜପାମାଳୀ,କାଳିଆ ରେ ଜପିବି ତୋ ଜପାମାଳୀ । ଶୟନେ ସ୍ବପନେ ତୋତେ

ପରମ ପ୍ରେମିକା

ପ୍ରକୃତି କୋଳରେ ଫଗୁଣ ଆସିଛିମଳୟ ସାଥିରେ ଧରିପଲ୍ଲୀରୁ ସହର ଆମ୍ବତୋଟା ମାଳବଉଳେ ଯାଇଛି ଭରି l ଭରା ବଉଳର ସୁଗନ୍ଧ ସୁବାସେମନ ପ୍ରାଣ ପୁଲକିତମଧୁ କୋଳ କଣ୍ଠି କୋକିଳ ତାନରେଉଲ୍ଲସୀ ଉଠେ ମୋ ଚିତ୍ତ l ପ୍ରକୃତି ରହିଛି ସେବାରେ ଆମରିପ୍ରକୃତିକୁ ଭଲ ପାଏପବନ ଢାଳଇ ଆଲଟ ଚାମରଜଳ ପାଦ ଧୋଇ

ଶ୍ରୀପଞ୍ଚମୀ

ମନେପଡେ ମୋର ଶ୍ରୀପଞ୍ଚମୀ କଥାଆମ ଗାଆଁ ଚାହାଳିରେଖଡି ଛୁଆଁ ଵେଳେ ନୂଆ ସିଲଟରେଗୁରୁ "ଶ୍ରୀ" ଲେଖିଥିଲେ ।ଶ୍ରୀ ଲେଖା ପରେ ମଡାଇ ମଡାଇତିନି ଥର ଗାରେଇଲିସେହି ଦିନ ଠାରୁ ଗାଁ ଚାହାଳିରଛାତ୍ର ମଧ୍ୟେ ଗଣାହେଲି । ଯେଉଁଦିନ ଠାରୁ ଏଇ ହାତ ମୋରପ୍ରଥମେ ଖଡି ଛୁଇଁଲାସେଦିନ ପାଖରୁ ସିଲଟ ଖଡ଼ି

କଥା କୁହା କଣ୍ଢେଇ

କାର କୁ ଗ୍ୟାରେଜ ରେ ପାର୍କିଂ କରିଦେଇ ଶୁଭେନ୍ଦୁ ବାବୁ ଡ୍ରଇଂ ରୁମ କୁ ପ୍ରବେଶ କରୁକରୁ ଲକି ମାଡାମ ପୁରାପୁରି ସଜେଇ ହୋଇ ଶୁଭେନ୍ଦୁ ବାବୁଙ୍କ ଆଗକୁ ଚାଲିଆସିଲେ । ଶୁଭେନ୍ଦୁ ବାବୁ ଭାବିଥିଲେ ଲକି ଙ୍କର ସ୍ମିତହାସ୍ୟ ତାଙ୍କ ହୃଦୟରେ ଆଣିଦେବ ଏକ ଅହେତୁକ ଆବେଗ। କିନ୍ତୁ ଏ କଣ? ଆହତ ନାଗୁଣୀ

ମୋର କହିବା କି ଦରକାର

ତୁମ କୁ ମୁଁ ପ୍ରିୟା ଦଣ୍ଡେ ଛାଡେ ନାହିଁତୁମେ ଥାଅ ମୋର ପାଶେ,ମୋ ବକ୍ଷ ସ୍ଥଳରେ କାନ ଦେଇ ଶୁଣତୁମ ନାମ ଖାଲି ଘୋଷେ ।। ପ୍ରତିଟି ସ୍ପନ୍ଦନ ତୁମ ନାମ କୁହେଦୃଶ୍ୟ ହୁଅ ପ୍ରତିକ୍ଷଣପଦ୍ମ ଗନ୍ଧ ପରି ତୁମର ସୁଗନ୍ଧମୋ ମନ କୁ କରେ ହରଣ ।।କର୍ଣ୍ଣ ରେ ମୋହର ନିନାଦିତ ହୁଏତୁମ ସେହି "ଏଇ" ଡାକଆଖି

କୋଣାର୍କ

କେତେ ଆଶା କରେ ଏକ କୋଣାରକଗଢିବି ମୁଁ ଧରାପରେ,କେମିତି ଗଢିବି ଚିନ୍ତା କରେ ମୁହିଁଶିଳ୍ପୀ ନୁହେଁ ମୁହିଁ କେବେ। ଧରି ଜାଣେନି ମୁଁ ନିହଣ ମୁଗରଶିଳ୍ପୀ ଶାସ୍ତ୍ର ପଢିନାହିଁ,ବ୍ୟଥିତ ହୃଦରେ ବେଳାଭୂମି ରେ ମୁଁବସିଲି ବିଷାଦ ହୋଇ। ଚମକି ଦେଖିଲି ବିଶୁ କହୁଛନ୍ତିକାହିଁକି ବସିଛ

ଶରଶଯ୍ୟା

କି ସୁନ୍ଦର ଦେଖ ପୀରତିତରୁ ଲତା ମଧ୍ୟରେ,ଘନ ବନାନୀ ଓ ଝରଣାପ୍ରୀତି କହେ କାନ ରେ ।ଅଭେଦ୍ୟ ପ୍ରୀତି ରେ ନ ଆସେକେବେ ଭଟ୍ଟା ଏଠାରେ,ଏମନ୍ତ ଶୋଭା କୁ ନିନ୍ଦିଣପ୍ରିୟା ଲୋଟେ ମୋ କୋଳେ,ତୁମ ଆମ ପ୍ରେମ ମଧୁରନାହିଁ ଉପମା ବାରେ ।ନଦୀ ସେପାଖର ଚକୋରୀକହେ ଶୁଣ ଚକୋରା,ତୁମର ମଙ୍ଗଳ ଚିନ୍ତିଣସୁଖ ନ