ଅବତରି ଯାଅ ମାଆ

ଧରା ଧାମେ ଥରେ ଅବତରି ଯାଅ ଦେଖିଯାଅ ମା' ଆମ ଦୁର୍ଗତି, ଆମରି ମୁଣ୍ଡ ରେ ସବାର ହୋଇଛି କାହିଁ କୁଢ଼ କୁଢ଼ କେତେ କୁନୀତି ।। ମୂର୍ତ୍ତିକା ମୂର୍ତ୍ତି ରେ ହୁଅ ବିରାଜିତ ଲୁଚି ଲୁଚି ଦେଖ ଆମ କୁମତି ସଶରୀର ଧରି

ମନ

ମନ ଟା ମୋହରବହୁତ ଅଝଟଅବାଟ କୁ ନିଏ ଟାଣିହେଲେ ବିବେକ ଚାବୁକଥରେ ସେ ପାଇଲେଦେଖାଏ ନା ଆଉ ଠାଣି ।। ଅବାଧ ଇନ୍ଦ୍ରିୟଅଝଟିଆ ମନହୋଇଗଲେ କେବେ ସାଥିନିନ୍ଦା ଅପନିନ୍ଦାଢାଳି ହୋଇଯାଏନଦିଅନ୍ତି କେହି ପ୍ରୀତି ।। ସିଦ୍ଧି ପ୍ରସାଦ ସାହୁ ସଂପାଦକ,ପ୍ରତିବିମ୍ବ

ଶଙ୍କା ଲାଗୁଛି ମନେ

କଳା ବିଲେଇଟା ଆସିଲା ଧାଇଁଡାକ ଛାଡ଼ିଲା ସେ ମୋ ମୁହଁ ଚାହିଁଶଙ୍କା ଲାଗୁଛି ମନେମତେ ଘେନିଯିବ ଯମ ଭୁବନେକି ଯମ ଭୁବନେଶଙ୍କା ଲାଗୁଛି ମନେ । ଜଗିବସିଅଛି ଶାଗୁଣା ଚାଳେଖୁମ୍ପିବ ମତେ ବିପଦ ବେଳେଶଙ୍କା ଲାଗୁଛି ମନେମତେ ଘେନିଯିବ ଯମ ଭୂବନେକି ଯମ ଭୂବନେଶଙ୍କା ଲାଗୁଛି ମନେ । ଦକ୍ଷିଣ

ନିର୍ମାଲ୍ୟ

ଜୟ ଜଗନ୍ନାଥ ରୋଚକ ତଥ୍ୟ ଏଭାବରେ ଭକତ ଶୁଣଜଗନ୍ନାଥ ରୋଷ ଘରରେ ଚାଉଳଅମୁଣିଆ ଅର୍ଣ୍ଣ ଜାଣ । ଅମୁଣିଆ ରନ୍ଧା ହୋଇଲେ ହୁଅଇଅର୍ଣ୍ଣ ବୋଲି ଯା କୁହଇରୋଷଘରରୁ ସେ ଆସିଲେ ବାହାରିଛେକ ନାମ ଯେ ବୋଲଇ । ଭୈରବୀ ଚକ୍ରରେ ରହିଲେ ସେ ଛେକତାଙ୍କୁ ବୋଲାଯାଏ ଭୋଗତିନିଠାକୁରଙ୍କ ପାଖରେ

ଶିଶୁ ହସିଲେ

ଶିଶୁ ହସିଲେ ଦେଶ ହସିବହସିବ ଆମ ଧରାଝରି ପଡିବ ଅମୃତ ବାରିସାରା ସରଗୁ ପରା ।ନିରିହ ମନ ନିରିହ ପ୍ରାଣକୋମଳ ମତି ସିଏକୁସୁମ କଢି ସୁନ୍ଦର ଅତିମନକୁ ମୋହି ନିଏ ।ଓଠରୁ ହସ ଉଠଇ ଫୁଟିସରଗ ଚାନ୍ଦ ପରିଅତି ସୁନ୍ଦର ଚେହେରା ତାରକିଏ ଅବା ତା' ସରି ।କଥାଟି ତା'ର କୋଇଲି କୁହୁଲାଗଇ ଭାରି ମିଠାଚାହାଣି

ଆପଣାର

ଅତି ଆପଣାର ଛାଇ ମୋର ଅଟେ            ଛାଡେ ନାହିଁ କେବେ ପାଶକିନ୍ତୁ ମୁଁ ଗଲା ପରେ ସେ ଆଉ ନଥିବ                 କାହିଁ ନଥିବ ତା ଠାବ । ମୁଁ ଗଲାପରେ ଥିବ କର୍ମଫଳ           କିଏ ବା କହିବ ଭଲ                ଆଉ କିଏ ଅବା              ନାକ ଟେକି ଦେଇ                  

କିଏ କାହା ପାଇଁ—?

କିଏ କାହା ପାଇଁ ବାଉଳା ହେଉଛିକୁହ କୁହ ଧୀର ଗଣ,ବଇଁଶୀ କହୁଛି ରାଧା ରାଧା ବୋଲିକଙ୍କଣ ହେ ଶ୍ୟାମ ଘନ ।ରାଧା ବିନା ମୁହିଁ ଅଧୁରା ଅଟଇକୃଷ୍ଣ ଦେଇ କହେ ରାଣ ।କୁହ କୁହ ଧୀର ଗଣ,କିଏ କାହା ପାଇଁ ବାଉଳା ହେଉଛିକୁହ କୁହ ଧୀର ଗଣ ।।ହଟିଆ ନାଗର ରାଧା କୁ ଖୋଜୁଛିକଦମ୍ବ ମୂଳ ରେ ଯାଇବଇଁଶୀ କହୁଛି

ମୋ ଗାଁଟି ମୋତେ ସୁନ୍ଦର

ମୋ ଗାଁଟି ମୋତେ ସୁନ୍ଦର ହୋଇଥାଉ ଖାଲ ଖମା , ଯେଉଁଠି ଥିଲେବି ତାର ପ୍ରତିଛବି ମନରୁ ଯାଏନି ଜମା I (୦୧) ମୋ ଗାଁଟି ମୋତେ ସୁନ୍ଦର ରହିଥାଉ ଚାଳ ଝୁମ୍ପୁଡି ତାହାରି ଭିରତୁ ବାହାରି ଆସଇ ସ୍ନେହ ମମତାର କଢି ।(୦୨) ମୋ ଗାଁଟି ମୋତେ ସୁନ୍ଦର ନଥାନ୍ତୁ

ଜୀବନ

ଥଣ୍ଡା ଟିକେ ହେଲେକାଶ ଟିକେ ହେଲେକରୋନା, କରୋନା ଲାଗୁଛି I ଥଣ୍ଡା ଛାଡ଼ିଗଲେ କାଶ ନ ହୋଇଲେମନରେ ସାହସ ବାନ୍ଧୁଛିହାଟ ବଜାରରେ ଫରିବା ପରେମନରେ ସନ୍ଦେହଆସୁଛି I ଚଉଦ ଦିନଟି କଟିଯିବା ପରେମନଟି ତାଜା ହଉଛି lଇୟୁଟ୍ୟୁବ ରେ ଡାକ୍ତରଙ୍କ କଥାମନରେ ସାହସ ଓ ଭୟ ଭରୁଛିଡାଇବେଟିସ ଓ ବିପି ଚେକ

ଆମ ଓ ତୁମ

ତୁମ ବାଡ଼ିରେ ଫୁଟିଲେ ଫୁଲଆମଘରକୁ ବାସେଆମ ଘରେ ଟିକି ପିଲାଟିତୁମ ଘରକୁ ଆସେ I ଆମ ବାଡ଼ିର ଆମ୍ବ ଗଛତୁମ ବାଡି଼କୁ ଛାଇତୁମ ଗଛରେ କୋଇଲି ରାବମୋ ଘରେ ଶୁଣୁଥାଇତୁମ ଗାଆଁରେ ଯାତରା ହେଲେଆମେ ହିଁ ଦେଖି ଯାଉ lଆମ ଗାଁ ରେ ପଢା ସାରିଲେତୁମ ସ୍କୁଲ୍କୁ ଯାଉ I ତୁମ ଗାଆଁରୁ ବାରିକ ଆସିଆମରି