Browsing Tag

drkulangar

ଲେମ୍ବୁ

ଲେମ୍ବୁଦର ଭୀଷଣ ବଢି ଯାଇଛି ବୋଲିଏବେ ଚାରିଆଡେ ହାଲ୍ଲା;ଲୋକଙ୍କ ସନ୍ଦେହ ଓଡିଶା ତା ହେଲେଲେମ୍ବୁ ଉତ୍ପାଦନରେ କେମିତି ପ୍ରଥମ ହେଲା? କୃଷିମନ୍ତ୍ରୀ ଯେଉଁ ଦିନଠୁ ଏକଥାସର୍ବ ସମ୍ମୁଖରେ କହି ଦେଇଛନ୍ତି;ଚାଉଳ ପରି ଲେମ୍ବୁ ବି ଶସ୍ତାରେ ମିଳୁ ବୋଲିଲୋକେ ବୋଧେ ଚାହିଁ ରହିଛନ୍ତି!