ମାୟା ରେ ବାୟା
ଏ ଯୋଗୀ ପୁଅ,ଏଠାକୁ ଆସିଲୁ । ଆଉ ଥରେ ତୋର ସେ ଗୀତ,"ଖଣ୍ଡି ଯେ ଖଣ୍ଡି ତୋର ପିଞ୍ଜରା କାଠି, ମନବୋଧ ଚଉତିଶା କୁ ଗାଇଲୁ ।" ଏତିକି କହି ନିଜର ବାଘୁଆ ନିଶ ହଳକୁ ସଜାଡି ଦେଇ, ପ୍ଲାଷ୍ଟିକ ଚୌକିରୁ ଧଳା ଧଳା କାତିଆ ଛାଡି ପଡୁଥିବା ପ୍ଲାଷ୍ଟିକ ଚୌକିଟିକୁ ସଜାଡି ଦେଇ ବସିପଡିଲେ ଅମରେନ୍ଦ୍ର ବାବୁ!-->…