ମୁକ୍ତିପଥର ସୈନିକ-ପବିତ୍ର ମୋହନ
ସେ ଥିଲେ ମୁକ୍ତିପଥର ସୈନିକ । ତାଳଚେର ଗଡ଼ଜାତର ଆଲୋକ ।ତାଙ୍କର ଆହ୍ୱାନରେ କି ମନ୍ତ୍ରଥିଲା କେଜାଣି ତତ୍କାଳୀନ ତାଳଚେରର ୮୪ ହଜାର ପ୍ରଜା ମଧ୍ୟରୁ ୬୦ ହଜାର ପ୍ରଜା ଭିଟାମାଟି ଛାଡ଼ି ଦୁଇଦୁଇଥର ଚାଷବାସ ଛାଡ଼ି ପଡ଼ୋଶୀ ରାଜ୍ୟ ଅନୁଗୋଳରେ ପୃଥିବୀ ପ୍ରସିଦ୍ଧ ହିଜରାତ କରିଥିଲେ । ଖୋଲା ଆକାଶ!-->…