ଯେଉଁଠି ପ୍ରେମ ମୂଲ୍ୟହୀନ
ଚାଲ୍ ଫେରିଯିବା ପୂରୁବ ଜାଗାକୁକରିବାନି ଆଉ ପ୍ରେମଯୋଉଠି ବୁଝେନି ହୃଦୟ କାହାରଅବିଶ୍ବାସେ ପରିପୂର୍ଣ୍ଣ
ଆକାଶ ଛାତିରେ ଅନ୍ଧାର ଭିତରେଲୁଚିଯିବ ସବୁ ଚିହ୍ନଯୋଡୁଥିଲେ ସିନା ସ୍ନେହ କୁ ପ୍ରେମରେସମୟ ସଙ୍ଗେ ସପନ
ହେଲେ ଏଠି ଦେଖ ହୃଦୟ ତନ୍ତ୍ରୀରେଗୋଟି ଗୋଟି ଛିଣ୍ଡା ତାରକାହିଁକି ଗାଇବା!-->!-->!-->!-->!-->…